Browsing Tag

stf team

ପାକିସ୍ତାନ ସିମ କାର୍ଡ ଓଟିପି ସେୟାର ମାମଲା: ତଦନ୍ତ ପାଇଁ ଭୁବନେଶ୍ୱରରେ ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରୁ ପାକିସ୍ତାନ ସିମ୍‌ କାର୍ଡ ଓଟିପି ସେୟାର ମାମଲାରେ ତଦନ୍ତ ପାଇଁ ଭୁବନେଶ୍ୱରରେ ପଶ୍ଚିମବଙ୍ଗ STF ଟିମ୍‌ । ଦୁଇ ବରିଷ୍ଠ ଅଧିକାରୀ ଭୁବନେଶ୍ୱର STF କାର୍ଯ୍ୟାଳୟକୁ ଆସି ଅଭିଯୁକ୍ତ ପ୍ରୀତମକୁ ପଚରାଉଚରା କରିଛନ୍ତି । ଝାରପଡ଼ା ଜେଲ୍‌କୁ ଯାଇ ମଧ୍ୟ ପଠାଣି…

କଲରାପତରିଆ ଓ ମହାବଳ ବାଘ ଛାଲ ଜବତ, ବ୍ୟବସାୟୀ ଗିରଫ

ବୌଦ୍ଧ (କେନ୍ୟୁଜ): ବାଘ ଚମଡ଼ା ଜବତ, ଦଲାଲ ଗିରଫ। ବୌଦ୍ଧରୁ ମହାବଳ ବାଘର ଚମଡ଼ା ଓ ସୋନପୁରରୁ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ବୌଦ୍ଧରେ ଧରା ପଡିବା ପରେ ସୋନପୁରର ବାଘ ଚମଡ଼ା ଲିଙ୍କ ଦେଇଥିଲା ଅଭିଯୁକ୍ତ । ମହାବଳ ବାଘ ଚମଡାକୁ ୩୦ଲକ୍ଷ ଓ କଲରାପତରିଆ ଚମଡାକୁ ୨୫ଲକ୍ଷ ଟଙ୍କାରେ ଡିଲ କରୁଥିବା…

STF କବଜାରେ ଦୁଇ କୁଖ୍ୟାତ ନିଶା ବେପାରୀ ଭାଇ, ଗଞ୍ଜେଇ ସହିତ ସୁନା ରୂପା ଚାଲାଣ ବେଳେ ପଡିଲେ ଧରା

ଭୁବନେଶ୍ବର(କେନ୍ୟୁଜ):STF କବଜାରେ ଦୁଇ କୁଖ୍ୟାତ ନିଶା ବେପାରୀ । ଦୁଇ ଭାଇ ସୁନା ରୂପା ଚାଲାଣ ବେଳେ ଧରାପଡିଲେ । STF କବଜାରେ ଗଞ୍ଜେଇ ଭର୍ତ୍ତି ଗାଡି । ଗାଡ଼ି ଭିତରୁ ୬୦୭ ଗ୍ରାମ ସୁନା, ୧୯୬ ଗ୍ରା ରୂପା, ୨୯ଟି ଜମିଜମା କାଗଜପତ୍ର ଜବତ କରିଛି । ୧୦୭ ଗ୍ରାମ ଗଞ୍ଜେଇ ସହ ଇନୋଭା କାର ଜବତ…

ରାଜ୍ୟରେ ନକଲି ଔଷଧ କାରବାର ଘଟଣା, ମୁମ୍ବାଇକୁ ଗଲା କ୍ରାଇମବ୍ରାଞ୍ଚ STFର ଟିମ୍‌

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ନକଲି ଔଷଧ କାରବାର ଘଟଣାର ତଦନ୍ତ ପାଇଁ ମୁମ୍ବାଇକୁ ଗଲା କ୍ରାଇମବ୍ରାଞ୍ଚ STFର ଟିମ୍‌ । ନକଲି ଔଷଧ ଯୋଗାଣକାରୀ ସୁଦୀପ ମୁଖାର୍ଜୀକୁ ଗିରଫ କରିଛି ମୁମ୍ବାଇ ପୋଲିସ । ସୁଦୀପ ମାକ୍ସ ରିଲିଫ ହେଲ୍‌ଥ କେୟାର ମୁଖ୍ୟ । ତାଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ଯାଇଛି…

ବ୍ରାଉନସୁଗାର ବେପାରୀ ରାଜାର ବିଦେଶ ଲିଙ୍କ୍, ଦେଶ ବାହାରକୁ ଯିବ କ୍ରାଇମବ୍ରାଞ୍ଚ ଏସଟିଏଫ

ଭୁବନେଶ୍ବର(କେନ୍ୟୁଜ୍): ଖୋଲିଲା ଡ୍ରଗ୍ସ ମାଫିଆ ଏସ୍‌. କେ. ରାଜାର ବିଦେଶ ଚୋରା ବେପାର। ବ୍ରାଉନସୁଗାର ବେପାରର ଚେର ଖୋଜିବାକୁ ଦେଶ ବାହାରକୁ ଯିବ କ୍ରାଇମବ୍ରାଞ୍ଚ ଏସଟିଏଫ। ବାଂଲାଦେଶ ଓ ଭୁଟାନ ଯାଇ ଛାନଭିନ କରିବ ଏସଟିଏଫ ଟିମ୍‌। ସେପଟେ ଡ୍ରଗ୍ସ ମାଫିଆ ଏସ୍‌. କେ. ରାଜାର କଳା ସାମ୍ରାଜ୍ୟ…