STF ପଞ୍ଝାରେ ଦୁଇ ବାଘଛାଲ ବେପାରୀ, ଗ୍ରାହକ ସାଜି ମାଡ଼ିବସିଲେ
STF ପଞ୍ଝାରେ ବାଘଛାଲ ବେପାରୀ। ଗ୍ରାହକ ସାଜି ମାଡ଼ିବସିଲା ଟିମ୍। ଦୁଇ ବାଘ ଛାଲ ବେପାରୀଙ୍କୁ ଦଶପଲ୍ଲାରୁ ଗିରଫ କରିଛି ଏସଟିଏଫ। ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି।

ଦଶପଲ୍ଲା(କେନ୍ୟୁଜ): STF ପଞ୍ଝାରେ ବାଘଛାଲ ବେପାରୀ। ଗ୍ରାହକ ସାଜି ମାଡ଼ିବସିଲା ଟିମ୍। ଦୁଇ ବାଘ ଛାଲ ବେପାରୀଙ୍କୁ ଦଶପଲ୍ଲାରୁ ଗିରଫ କରିଛି ଏସଟିଏଫ। ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ହେଉଥିଲା ଡିଲ। ତେବେ କେଉଁଠୁ ଛାଲ ଆସିଲା ଓ ବିକ୍ରି ପାଇଁ କେଉଁଠିକୁ ଯାଉଥିଲା, ସେନେଇ ତଦନ୍ତ ଜାରି ରହିଛି।