ମର୍ଣ୍ଣିଂଓ୍ଵାକ୍ କରାଇ ନଦେବାରୁ କଳିଙ୍ଗ ଷ୍ଟାଡିୟମ ମେନ୍ ଗେଟ୍ ଆଗରେ ଧାରଣା

ମର୍ଣ୍ଣିଂଓ୍ଵାକ୍ କରାଇ ନଦେବାରୁ ଧାରଣା। କଳିଙ୍ଗ ଷ୍ଟାଡିୟମ ମେନ୍ ଗେଟ୍ ଆଗରେ ଓ୍ଵାକର ଆସୋସିଏସନ ଧାରଣା । ଧାରଣା ଦେଇଛନ୍ତି ଆସୋସିଏସନର ବରିଷ୍ଠ ନାଗରିକ। ଦୀର୍ଘ ୧ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଓ୍ଵାକିଙ୍ଗ ପାଇଁ ବରିଷ୍ଠ ନାଗରିକମାନଙ୍କୁ ଷ୍ଟାଡିୟମ ଭିତରକୁ ଛଡାଯାଉନି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସଦସ୍ୟମାନଙ୍କ ସହ ଅଧିକ ଆଲୋଚନା  କରିଛନ୍ତି ଆମ ରିପୋର୍ଟର ଚିନ୍ମୟ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.