ଗାଧୋଇବା ହେଲା କାଳ, ବିଦ୍ୟୁତ ଆଘାତରେ ଷଷ୍ଠ ଶ୍ରେଣୀ ଛାତ୍ର ଆହତ

କରଞ୍ଜିଆ (କେନ୍ୟୁଜ୍) : ସାନନୋଇ ଗ୍ରାମରେ ବିଦ୍ୟୁତ ଆଘାତରେ ଷଷ୍ଠ ଶ୍ରେଣୀ ଛାତ୍ର ଆହତ । ଗାଧୋଇବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କୁ କରଞ୍ଜିଆ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କେଉଁଝର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.