ଭାରତରେ ଆମେରିକା ରାଷ୍ଟ୍ରପତି, ପୁରୀ ବେଳାଭୂମିରେ ‘ନମସ୍ତେ ଟ୍ରମ୍ପ’ ନାଁରେ ନିର୍ମିତ ହୋଇଛି ବାଲୁକାକଳା
ପୁରୀ: ଭାରତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ ଗସ୍ତକୁ ନେଇ ପୁରୀ ବେଳାଭୂମିରେ ବାଲୁକାକଳା। ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ଟ୍ରମ୍ପଙ୍କ ଭାରତ ଗସ୍ତକୁ ସ୍ୱାଗତ କରିଛନ୍ତି। ନମସ୍ତେ ଟ୍ରମ୍ପ ନାଁରେ ନିର୍ମିତ ଏହି ବାଲୁକାକଳା ମାଧ୍ୟମରେ ଟ୍ରମ୍ପଙ୍କ ଗସ୍ତକୁ ସ୍ୱାଗତ କରାଯାଇଛି।