୧୭ରୁ କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌, ଭାଗ ନେବେ ୧୪ଟି ଦେଶର ୨ଶହରୁ ଅଧିକ ଖେଳାଳି

ଆସନ୍ତା ୧୭ରେ କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌ । ଏଥିେରେ ୧୪ଟି ଦେଶରୁ ୨ଶହରୁ ଅଧିକ ଖେଳାଳି ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ଷ୍ଟାଡିୟମ ଇନଚାର୍ଜ ସୂଚନା ଦେଇଛନ୍ତି । ଅନ୍ୟପଟେ ଦର୍ଶକଙ୍କ ପାଇଁ ଅଫ୍‌ଲାଇନ ଓ ଅନଲାିନ୍‌ ଟିକେଟ ବୁକିଂ ବ୍ୟବସ୍ଥା କରାଯାଇଛି। ଯାହାର ମୂଲ୍ୟ ୫୦ ଟଙ୍କାରୁ ୪ଶହ ଟଙ୍କା ପର୍ଯ୍ୟନ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.