Below header

ମଞ୍ଚରେ ଗୀତର ତାଳେ ତାଳେ ନାଚି ନିଆରା ଅନ୍ଦାଜ ଦେଖାଇଲେ ବିଧାୟକ ତାରା ବାହିନୀପତି

ଜୟପୁର(କେନ୍ୟୁଜ୍): ଜିଲ୍ଲାପାଳ ପାଠ ପଢାଇ ଓ ବିଧାୟକ ରାସ୍ତା ମରାମତି କରି ପ୍ରଶଂସା ସାଉଁଟୁ ଥିବା ବେଳେ ସେପଟେ ପୁଣି ନିଜର ନିଆରା ଅନ୍ଦାଜ ଦେଖାଇଛନ୍ତି ବିଧାୟକ ତାରା ବାହିନୀପତି। ମଞ୍ଚରେ ଗୀତର ତାଳେ ତାଳେ ନାଚି ବିନଦାସ ପଣ ଦେଖାଇଛନ୍ତି ତାରା। ଦଶହରା ପାଇଁ ଜୟପୁର ଝଲସୁଥିବା ବେଳେ ଦଶହରା ମହୋତ୍ସବ ମଞ୍ଚରେ ତାରାଙ୍କ ଉପସ୍ଥିତି ଦର୍ଶକଙ୍କୁ ବେଶ ଆନନ୍ଦ ଦେଇଛି। ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗାୟିକା ପମୀଙ୍କ ତାଳେ ତାଳେ ନାଚିଥିଲେ ତାରା ବାହିନୀପତି। ଏହାକୁ ଦର୍ଶକ ବି ବେଶ ପସନ୍ଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.