ଭଦ୍ରକ ଚାନ୍ଦବାଲି ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

ଭଦ୍ରକ(କେନ୍ୟୁଜ୍) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଦୁର୍ଗା ମନ୍ଦିରରୁ ଲୁଟ୍‌ ଅଭିଯୋଗ । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିରରେ ପଶି ମାଆଙ୍କ ରୂପା ମୁକୁଟ, ଖଣ୍ଡା ଓ ସୁନା ଅଳଙ୍କାର ଲୁଟି ନେଇଛି।

tmଏଥିସହ ଦାନ ବାକ୍ସରୁ ମଧ୍ୟ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ମନ୍ଦିର ପୂଜକ ମନ୍ଦିରର ଗ୍ରୀଲ ଭଙ୍ଗାଯାଇଥିବା ଦେଖିଥିଲେ । ପରେ ଚାନ୍ଦବାଲି ପୋଲିସ ପହଂଚି ଛାନଭିନ୍‌ ଆରମ୍ଭ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.