ବାଥରୁମ୍ ଭିଡିଓ ସୁଟ୍ କରି ଯୁବକ କରୁଛି ବ୍ଲାକମେଲିଂ, ଅଭିଯୋଗ କରି ଥାନାର ଦ୍ବାରସ୍ଥ ହେଲେ ଅଭିନେତ୍ରୀ

ଅଭିଯୋଗ ଅନୁଯାୟୀ, ସିରିଏଲରେ କାମ ଦେବାକୁ କହି ଯୁବକ ଜଣକ ଡାକିଥିଲେ । ସୁଟିଂ ସେଟ୍ ବାଥରୁମରେ ଅଭିନେତ୍ରୀଙ୍କ ଭିଡିଓ ସୁଟ୍ କରିଥିଲେ।

କେନ୍ୟୁଜ୍(ବ୍ୟୁରୋ): ଅଭିନେତ୍ରୀଙ୍କୁ ବ୍ଲାକମେଲିଂ ଅଭିଯୋଗ । ବାଥରୁମ୍ ଭିଡିଓ ସୁଟ୍ କରି ଯୁବକ ବ୍ଲାକମେଲିଂ କରୁଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ଏନେଇ ଅଭିନେତ୍ରୀ ଜଣକ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ସିରିଏଲରେ କାମ ଦେବାକୁ କହି ଯୁବକ ଜଣକ ଡାକିଥିଲେ । ସୁଟିଂ ସେଟ୍ ବାଥରୁମରେ ଅଭିନେତ୍ରୀଙ୍କ ଭିଡିଓ ସୁଟ୍ କରିଥିଲେ।

ବିଭିନ୍ନ ସମୟରେ ଅଭିନେତ୍ରୀଙ୍କୁ ଟଙ୍କା ମଧ୍ୟ ମାଗୁଥଲେ । ଟଙ୍କା ନଦେଲେ ଭିଡିଓ ଭାଇରାଲ କରାଇଦେବାକୁ କହି ଧମକ ଦେଉଥିଲେ ଯୁବକ । ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.