ଯୋବ୍ରା ବ୍ୟାରେଜରୁ ଉଦ୍ଧାର ହେଲା ଅଜଣା ବ୍ୟକ୍ତିଙ୍କର ମୃତଦେହ, ଏପର୍ଯ୍ୟନ୍ତ ମିଳିନାହିଁ ପରିଚୟ

କଟକ (କେନ୍ୟୁଜ): କଟକ ଯୋବ୍ରା ବ୍ୟାରେଜ ୬୯ ଗେଟ ପାଖରେ ଏକ ଅଜଣା ବ୍ୟକ୍ତିର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ମୃତ୍ୟୁ ଶରୀରକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ଉଦ୍ଧାର ପରେ ନଦୀ କୂଳକୁ ମୃତଶରୀରକୁ ଅଣାଯାଇଛି। ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ତେବେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ କଟକ scb ବଡ଼ ମେଡ଼ିକାଲକୁ ପଠାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.