୨ଟି ଟ୍ରକ୍‌ ଧକ୍କା ପରେ ଚାପି ହୋଇ ହୋଇଗଲେ ଡ୍ରାଇଭର, ଉଦ୍ଧାର କାର୍ଯ୍ୟ ଜାରି

କରଞ୍ଜିଆ (କେନ୍ୟୁଜ); ଦୁର୍ଘଟଣା ପରେ ଟ୍ରକ ଚକା ତଳେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ଉଦ୍ଧାର ପାଇଁ ଦମକଳ ବାହିନୀ ଓ ପୋଲିସର ଉଦ୍ୟମ । ଦେଢ ଘଣ୍ଟା ଧରି ଚାଲିଛି ଅପରେସନ । କରଞ୍ଜିଆ ଥାନା ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ନିକଟରେ ଦୁର୍ଘଟଣା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇଟି ଟ୍ରକ୍‌ ମୁହାଁ ମୁହିଁ ଧକ୍କା ପରେ ଡ୍ରାଇଭର ଚାପି ହୋଇ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.