ତିନି ହଜାର ଟଙ୍କା ପାଇଁ ଦଶ ବର୍ଷ ଧରି ମୂଲ ଲାଗିଲେ ପରିବାର, ଏବେ ଯାଇ ମୁକୁଳିଲେ
କଟକ: ତିନି ହଜାର ଟଙ୍କା ପାଇଁ ଦଶ ବର୍ଷ ଧରି ମୂଲ ଲାଗିଲେ ସପରିବାର । ବାପା ଦଶ ବର୍ଷ ତଳେ ତିନି ହଜାର ଟଙ୍କା ଉଧାର ନେଇଥିଲେ । ସେଇ ତିନି ହଜାର ଟଙ୍କା ସୁଝିବା ପାଇଁ ପୁଅ ବୋହୂ ଓ ତାଙ୍କର ଛୋଟ ଛୋଟ ତିନି ପିଲା ଦଶ ବର୍ଷ ପର୍ଯ୍ୟନ୍ତ ମୂଲ ଲାଗିଲେ । ଦଶ ବର୍ଷ ପର୍ଯ୍ୟନ୍ତ ମୂଲ ଲାଗିବା ପରେ…