ମଦୁଆ ଜ୍ୱାଇଁର ଛୁରା ମାଡରେ ଶଶୁର ମୃତ, ଅଭିଯୁକ୍ତ ଗିରଫ

ବାଲିଗୁଡା (କେନ୍ୟୁଜ): ବାଲିଗୁଡା ଗୁଳିମରାପଦା ସାହିରେ ଘଟିଛି ଅଭାବନୀୟ ଘଟଣା। ଜ୍ୱାଇଁର ଛୁରା ମାଡରେ ଶଶୁରର ମୃତ୍ୟ ହୋଇଛି। ମୃତ ଶଶୁର ହେଲେ ଗୁଳିମରାପଦାର ଟୁନା ପ୍ରଧାନ । ଅଭିଯୁକ୍ତ ଜ୍ୱାଇଁ ବ୍ରହ୍ମପୁର ଗେଟ ବଜାରର ସିମାଞ୍ଚଳ ଚୌଧୁରୀ ବୋଲି ଜଣାପଡିଛି। ତେବେ କେଉଁ କାରଣରୁ ଏପରି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ବାଲିଗୁଡା ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଜ୍ୱାଇଁ ସିମାଞ୍ଚଳ ଚୌଧୁରୀକୁ ଗିରଫ କରିଛି l

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.