Below header

ଦଶପଲ୍ଲା ଜଙ୍ଗଲରୁ ପୁରୀ ଗଲା ପ୍ରଥମ ରଥକାଠ

ପୁରୀ ଗଲା ରଥକାଠ । ଦଶପଲ୍ଲା ଜଙ୍ଗଲରୁ ପୁରୀ ଗଲା ପ୍ରଥମ ରଥକାଠ । ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ରଥକାଠ ପୁରୀ ଅଭିମୁଖେ ପଠାଯାଇଛି ପ୍ରଥମ ପର୍ଯ୍ୟାୟ ରଥକାଠ । ସମୁଦାୟ ୩ ଟ୍ରିପ୍ ରଥକାଠରେ ଧଉରା ଓ ଅସନ ମିଶି ୧୦୨ ଖଣ୍ଡ କାଠ ପଠାଯାଇଛି ।

ଦଶପଲ୍ଲା (କେନ୍ୟୁଜ): ପୁରୀ ଗଲା ରଥକାଠ । ଦଶପଲ୍ଲା ଜଙ୍ଗଲରୁ ପୁରୀ ଗଲା ପ୍ରଥମ ରଥକାଠ । ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ରଥକାଠ ପୁରୀ ଅଭିମୁଖେ ପଠାଯାଇଛି ପ୍ରଥମ ପର୍ଯ୍ୟାୟ ରଥକାଠ । ସମୁଦାୟ ୩ ଟ୍ରିପ୍ ରଥକାଠରେ ଧଉରା ଓ ଅସନ ମିଶି ୧୦୨ ଖଣ୍ଡ କାଠ ପଠାଯାଇଛି । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଗତ ଜାନୁଆରୀ ୨ ତାରିଖରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଚଳିତ ବର୍ଷ ୩ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଦରକାର ହେଉଥିବାବେଳେ ପୂର୍ବବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୫୩ ଖଣ୍ଡ କାଠ ବଳକା ରହିଥିବା ଜଣାପଡ଼ିଛି।ତେଣୁ ଚଳିତ ବର୍ଷ ଆଉ ୮୧୨ ଖଣ୍ଡ କାଠର ଆବଶ୍ୟକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.