ତାଲା ଭାଙ୍ଗି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଭିଜୁଆଲ

ମୋହନା (କେନ୍ୟୁଜ): ତାଲା ଭାଙ୍ଗି ଦୋକାନରୁ ଚୋରି । ଇଲେଟ୍ରୋନିକ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି । ଗଜପତି ମୋହନା ଥାନା ଚନ୍ଦ୍ରଗିରି ମୁଖ୍ୟ ବଜାର ସ୍ଥିତ ମୋହିତ ଇଲେଟ୍ରୋନିକ ଦୋକାନରୁ ଏହି ଚୋରି ହୋଇଛି । ତେବେ ଚୋରିର ସମ୍ପୂର୍ଣ୍ଣ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଦୋକାନରେ ଥିବା ଲ୍ୟାପ୍‌ଟପ,ମୋବାଇଲ୍‌ ଏବଂ ବ୍ୟାଟେରୀ ପରି ଅନେକ ସାମଗ୍ରୀ ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଭିଜୁଆଲ୍‌ ଆଧାରରେ ତଦନ୍ତ କରୁଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.