ଯାଜପୁର: ବିଲରେ କାମ କରିବା ବେଳେ ବଜ୍ରପାତ ଘଟି ଜଣେ ମୃତ

ଯାଜପୁର ଟାଉନ :ଯାଜପୁର ରେ ବଜ୍ରଘାତ ଘଟି ଜଣେ ମୃତ । ମୃତକ ହେଲେ ଦଶରଥପୁର ବ୍ଲକ ଅନ୍ତର୍ଗତ ରାହାସୋଇ ଗ୍ରାମର ରମେଶ ସେଠୀ । ରମେଶ ନିଜ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇ ଥିଲା। ଫଳରେ ଘଟଣା ସ୍ଥଳରେ ହିଁ ରମେଶଙ୍କର  ମୃତ୍ୟୁ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.