ସମ୍ବଲପୁରରୁ ଚେରାଚାଲାଣ ବେଳେ ଚରିବରଘାଟ ନିଟକରୁ କଲରାପତରିଆ ବାଘ ଛାଲ ଜବତ କଲା ଦେବଗଡ ବନ ବିଭାଗ, ୬ ଗିରଫ

ଦେବଗଡ(କେନ୍ୟୁଜ୍): ଦେବଗଡ ବନ ବିଭାଗକୁ ସଫଳତା । ସମ୍ବଲପୁର ଅଞ୍ଚଳକୁ ଚେରାଚାଲାଣ ବେଳେ ଦେବଗଡ ଥାନା ଚରିବରଘାଟ ନିଟକରୁ କଲରାପତରିଆ ବାଘ ଛାଲ ଜବତ । ବାଘ ଛାଲର ଲମ୍ବ ଏକ ଦଶମିକ ୫ ମିଟର ବୋଲି ଜଣାପଡିଛି । ଘଟଣାରେ ସଂପୃକ୍ତି ଅଭିଯୋଗରେ ଗାଡି ଡ୍ରାଇଭର ସମେତ ୬ ଜଣ ଗିରଫ ହୋଇଛନ୍ତି । ରୋରା ଚାଲାଣ ନେଇ ଖବର ପାଇବା ପରେ ପୋଲିସ ନିଜେ ଗ୍ରାହକ ସାଜିଥିଲା । ଦେବଗଡ ଜିଲ୍ଲାର ଚଟିବରଘାଟରେ ଡିଲ ହେବ କହି ର‍୍ୟାକେଟକୁ ଧରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.