ଆଜି ଗୋଟିଏ ଦିନରେ ବସିବ ତିନିଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ବସିବ ତିନିଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ। ରାଜ୍ୟ କ୍ୟାବିନେଟ୍‌ ସହ କୃଷି କ୍ୟାବିିନେଟ୍‌ ଓ ଐତିହ୍ୟ କ୍ୟାବିନେଟ୍‌ର ବୈଠକ ବସିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ କଟକଣା ମଧ୍ୟରେ ଭିଡିଓ କନଫରେନ୍‌ସିରେ ହେବ ଆଲୋଚନା। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଓ ସଚିବ ଉପସ୍ଥିତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.