Below header

ଆଜି ବିଶ୍ୱ ରକ୍ତଦାତା ଦିବସ

କଣ୍ଟାବାଞ୍ଜି(କେନ୍ୟୁଜ୍): ଆଜି ବିଶ୍ୱ ରକ୍ତଦାତା ଦିବସ ।  ରକ୍ତ ଦାନ ମହତ ଦାନ, ରକ୍ତର କୈଣସି ବିକଳ୍ପ ନାହିଁ । ତେଣୁ ଜରୁରୀ ସମୟରେ ରକ୍ତ ଦାନ କଲେ ତାହା ମହାନ ଦାନ ବୋଲି ଧରାଯାଏ । ଏହି ଅବସରରେ କଣ୍ଟାବାଞ୍ଜି ରକ୍ତ ଭଣ୍ଡାର ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିବା ସଂଘଠନକୁ ଆୟୋଜକ କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.