ଆଜି ପୃଥିବୀ ପାଇଁ ଦିନଟିଏ: ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ସାହୁ

ପୁରୀ(କେନ୍ୟୁଜ୍): ଆଜି ବିଶ୍ୱ ପୃଥିବୀ ଦିବସ । ବାଲୁକାକଳା କରି ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ । ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ବାଲୁକାକଳା ନିର୍ମାଣ କରିଛନ୍ତି । ପୃଥିବୀକୁ ସରସ ସୁନ୍ଦର କରିବା ପାଇଁ ବାଲୁକାକଳା ମାଧ୍ୟମରେ ଆହ୍ଵାନ ଦେଇଛନ୍ତି । ଏହି ବାଲୁକାକଳା ପାଇଁ ୧୨ ଟନ୍‌ ବାଲି ଉପଯୋଗ ହୋଇଛି । ଏଥିପାଇଁ ୭ ଘଣ୍ଟା ସମୟ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.