Below header

ଆସନ୍ତାକାଲି ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ପିପିଲି (କେନ୍ଯୁଜ୍) : ଆସନ୍ତାକାଲି ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ। ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ଭିଆଇପି ଟିକେଟ ଓ ସେବାୟତଙ୍କ ପାଉଣାକୁ ନେଇ ବିବାଦ ଦେଖାଦେଇଛି।

aaxଭିଆଇପି ଟିକେଟ ସଂପୂର୍ଣ୍ଣ ବନ୍ଦ କରିବା ସହ ପାଉଣା ବାବଦ ୫ଲକ୍ଷ ଟଙ୍କା ଦାବି କରିଛନ୍ତି ସେବାୟତ। ଠାକୁରଙ୍କ ଗୋପାଳ ବଲ୍ଲଭ ନୀତି ବନ୍ଦ ହେବା ପରେ ସେବାୟତମାନେ ମନ୍ଦିର ଆଗରେ ଧାରଣା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.