ମାଛ ମଡ଼କ: ବାହୁଦା ନଦୀ କୂଳରେ ପଡ଼ିଛି ଟନ ଟନ ମଲା ମାଛ

ମାଛ ମଡ଼କ । ନଦୀ କୂଳରେ ମରିପଡ଼ିଛନ୍ତି ଶହଶହ ସଂଖ୍ୟାରେ ମାଛ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁନାପୁର ବେଳାଭୂମି ନିକଟରେ ଏଭଳି ଦୃଶ୍ୟ ।

ଗଞ୍ଜାମ (କେନ୍ୟୁଜ); ମାଛ ମଡ଼କ । ନଦୀ କୂଳରେ ମରିପଡ଼ିଛନ୍ତି ଶହଶହ ସଂଖ୍ୟାରେ ମାଛ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁନାପୁର ବେଳାଭୂମି ନିକଟରେ ଏଭଳି ଦୃଶ୍ୟ । ବାହୁଦା ନଦୀ ଓ ନଦୀ ତଟରେ କ୍ୱିଣ୍ଟାଲ, କ୍ୱିଣ୍ଟାଲ ମଲା ମାଛ ପଡିରହିଛି । ନଦୀ ପାଣିରେ ଅନେକ ପରିମାଣରେ ମାଛ ଭାସୁଥିବା ଦେଖିବାକୁ ମିଳିଛି l କେଉଁ କାରଣରୁ ଏତେ ପରିମାଣରେ ମାଛ ମଲା ତାହ ଜଣା ପଡିନାହିଁ । ତେବେ ମାଛ ମରିପଡ଼ିଥିବାରୁ ଦୁର୍ଗନ୍ଧ ହେବାର ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.