ସମୁଦ୍ରରେ ଗାଧୋଇବାବେଳେ ବୁଡିଯାଉଥିବା ଜଣେ ପର୍ଯ୍ୟଟକ ଉଦ୍ଧାର

ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ବୁଡିଯାଉଥିବା ଜଣେ ପର୍ଯ୍ୟଟକ ଉଦ୍ଧାର ।

ପୁରୀ : ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ବୁଡିଯାଉଥିବା ଜଣେ ପର୍ଯ୍ୟଟକ ଉଦ୍ଧାର । ଉଦ୍ଧାର ପର୍ଯ୍ୟଟକ ପୁରୀ ସଦର ଚାରିନଳାର ଅରବିନ୍ଦ ମଲ୍ଲିକ। ଆଜି ମଧ୍ୟାହ୍ନରେ ବେଳାଭୂମିର ୬ ନମ୍ବର ସେକ୍ଟରରେ ଗାଧୋଉଥିବାବେଳେ ବୁଡିଯାଉଥିଲେ। ଦୁଇ ଜଣ ଲାଇଗଗାର୍ଡ ତାଙ୍କୁ ଉଦ୍ଧାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.