ଶିମିଳିପାଳ ଅଭୟାରଣ୍ୟରେ ଖୋଲା ଗାଡିରେ ବୁଲି ବନ୍ୟଜନ୍ତୁ ଦେଖିପାରିବେ ପର୍ଯ୍ୟଟକ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ଶିମିଳିପାଳ ଅଭୟାରଣ୍ୟରେ ଖୋଲା ଗାଡିରେ ବୁଲି ବନ୍ୟଜନ୍ତୁ ଦେଖିପାରିବେ ପର୍ଯ୍ୟଟକ। ମଧ୍ୟପ୍ରଦେଶର କାହ୍ନା ଟାଇଗର ସାଫାରୀ ଭଳି ଶିମିଳିପାଳରେ ମଧ୍ୟ ଖୋଲା ଗାଡିରେ ପର୍ଯ୍ୟଟକ ମାନେ ମଜା ଉଠାଇପାରିବେ ।

ମୟୂରଭଞ୍ଜ(କେନ୍ୟୁଜ୍‌): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ଶିମିଳିପାଳ ଅଭୟାରଣ୍ୟରେ ଖୋଲା ଗାଡିରେ ବୁଲି ବନ୍ୟଜନ୍ତୁ ଦେଖିପାରିବେ ପର୍ଯ୍ୟଟକ। ମଧ୍ୟପ୍ରଦେଶର କାହ୍ନା ଟାଇଗର ସାଫାରୀ ଭଳି ଶିମିଳିପାଳରେ ମଧ୍ୟ ଖୋଲା ଗାଡିରେ ପର୍ଯ୍ୟଟକ ମାନେ ମଜା ଉଠାଇପାରିବେ । ଏଥିପାଇଁ ଶିମିଳିପାଳ କର୍ତ୍ତପକ୍ଷ ଯୋଜନା ପ୍ରସ୍ତୁତ କରିଛନ୍ତି। କିଣା ହୋଇଛି 35 ଟି ସ୍ଵତନ୍ତ୍ର ଗାଡ଼ି। ଆଗାମୀ ଦୁଇ ମାସ ମଧ୍ୟରେ ଏହି ସୁବିଧା ଯୋଗାଇ ଦିଆଯିବ। ଏ ନେଇ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ମୟୂରଭଞ୍ଜ ବ୍ୟୁରୋ ହେଡ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.