Below header

ବନ୍ୟା ପାଣିରେ ଓଲଟିଲା ଟ୍ରାକ୍ଟର

ପିପିଲି(କେନ୍ୟୁଜ୍): ବନ୍ୟା ପାଣିରେ ଓଲଟିଲା ଟ୍ରାକ୍ଟର । ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକରେ ବନ୍ୟାର ବିଭୀଷିକା। ପିପିଲି-ଜଟଣୀ ରାସ୍ତାରେ ଚାଲୁଛି ୨ ଫୁଟର ପାଣି। ଟ୍ରାକ୍ଟରରେ ବସି ଲୋକମାନେ ଯାଉଥିବାବେଳେ ଗାତରେ ଚକାଟି ଫସିଯାଇଥିଲା। ଏଥିରେ ୧୫ଜଣ ଲୋକ ଓ ୫ଟି ବାଇକ ଥିଲା। ଟ୍ରାକ୍ଟରଟି ଗାତରେ ପଡିଯିବା ଫଳରେ ଲୋକମାନେ ପାଣିରେ ପଡିଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.