ଆଗରଡା ଗ୍ରାମରେ ଅଭାବନୀୟ ଘଟଣା, ସାପ କାମୁଡାରେ ଦୁଇ ମୃତ

ବିଷଧର ସାପ କାମୁଡାରେ ଦୁଇ ମୃତ | ବସ୍ତା ଥାନା ଅନ୍ତର୍ଗତ ହଦମୌଦ ଏବଂ ଆଗରଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା |

ଜଳେଶ୍ବର: ବିଷଧର ସାପ କାମୁଡାରେ ଦୁଇ ମୃତ | ବସ୍ତା ଥାନା ଅନ୍ତର୍ଗତ ହଦମୌଦ ଏବଂ ଆଗରଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା | ହଦମୌଦ ଗ୍ରାମର ସୁଧାକର ଜେନା ବିଲକୁ କାମ କରିବାକୁ ଯାଇଥିବା ବେଳେ ସାପ କାମୁଡିବା ଯୋଗୁଂ ମୃତ୍ଯୁ ହୋଇଥିବା ବେଳେ ଆଗରଡା ଗ୍ରାମର ମହିଳା କୁନିପ୍ରଭା ଲେଙ୍କା ଘରେ ଶୋଇଥିବା ବେଳେ ବିଷଧର ସାପ କାମୁଡାରେ ମୃତ୍ଯୁ ହୋଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.