କୋରାପୁଟରେ ଡିଜିପି, ଆତ୍ମସମର୍ପଣ କଲେ ୨ ହାର୍ଡକୋର ମହିଳା ମାଓବାଦୀ

କୋରାପୁଟ(କେନ୍ଯୁଜ୍): ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ। ତାଙ୍କ ସହ ଆଇ ଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ନିର୍ଦେଶକ ଲଳିତ ଦାସ, ଆଇ ଜି ଏସ ଡବ୍ଲୁ ଅନିରୁଦ୍ଧ ସିଂହ ମଧ୍ଯ ଆସିଛନ୍ତି।

ଡ଼ିଆଇଜି ଏସ ଡବ୍ଲୁ ଆର ରାଜେଶ ପଣ୍ଡିତ, କୋରାପୁଟ ଏସପି ବରୁଣ ଗୁଣ୍ଡୁପାଲିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଅନ୍ଯପଟେ ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଦୁଇ କୁଖ୍ୟାତ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଉଛନ୍ତି ରଂଜିତା ଓ ଗାଙ୍ଗୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.