କୋରାପୁଟ : ବିଷ ପିଇ ଗୁରୁତର ଅସୁସ୍ଥ ଥିବା ୨ ମହିଳାଙ୍କ ମୃତ୍ୟୁ, ଆଉ ୨ ଗୁରୁତର

କୋରାପୁଟ ଦଶମନ୍ତପୁର ଅଂଚଳରେ ଘଟୁଛି ଅଭାବନୀୟ ଘଟଣା । ବିଷ ପିଇ ଗୁରୁତର ଅସୁସ୍ଥ ଥିବା ଦଶମନ୍ତପୁର ଥାନା ଅଂଚଳର ଦୁଇଜଣ ମହିଳାଙ୍କ ମୃତ୍ୟ ଘଟିଛି । ମୃତକ ମହିଳା ମାନେ ହେଲେ ଉପର ରତାବନ୍ଧ ଓ ବରଗଛ ଗାଁର ୨ ମହିଳା ।

କୋରାପୁଟ (କେନ୍ୟୁଜ): କୋରାପୁଟ ଦଶମନ୍ତପୁର ଅଂଚଳରେ ଘଟୁଛି ଅଭାବନୀୟ ଘଟଣା । ବିଷ ପିଇ ଗୁରୁତର ଅସୁସ୍ଥ ଥିବା ଦଶମନ୍ତପୁର ଥାନା ଅଂଚଳର ଦୁଇଜଣ ମହିଳାଙ୍କ ମୃତ୍ୟ ଘଟିଛି । ମୃତକ ମହିଳା ମାନେ ହେଲେ ଉପର ରତାବନ୍ଧ ଓ ବରଗଛ ଗାଁର ୨ ମହିଳା । ସେମାନେ କୋରାପୁଟ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସେପଟେ ତଳରାନ୍ଧାବନ୍ଧ ଓ ଦେଓ ଖଦଗ ଗ୍ରାମର ଆଉ ଦୁଇ ଜଣ ମହିଳା ବିଷ ପିଇ ଗୁରୁତର ଅବସ୍ଥାରେ ଅଛନ୍ତି। ପୋଲିସ ଏନେଇ ସୂଚନା ଦେଇଛି । ବିଷ ପିଇବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.