Browsing Tag

drinking poison

କୋରାପୁଟ : ବିଷ ପିଇ ଗୁରୁତର ଅସୁସ୍ଥ ଥିବା ୨ ମହିଳାଙ୍କ ମୃତ୍ୟୁ, ଆଉ ୨ ଗୁରୁତର

କୋରାପୁଟ (କେନ୍ୟୁଜ): କୋରାପୁଟ ଦଶମନ୍ତପୁର ଅଂଚଳରେ ଘଟୁଛି ଅଭାବନୀୟ ଘଟଣା । ବିଷ ପିଇ ଗୁରୁତର ଅସୁସ୍ଥ ଥିବା ଦଶମନ୍ତପୁର ଥାନା ଅଂଚଳର ଦୁଇଜଣ ମହିଳାଙ୍କ ମୃତ୍ୟ ଘଟିଛି । ମୃତକ ମହିଳା ମାନେ ହେଲେ ଉପର ରତାବନ୍ଧ ଓ ବରଗଛ ଗାଁର ୨ ମହିଳା । ସେମାନେ କୋରାପୁଟ ମେଡିକାଲ କଲେଜ ହସପିଟାଲରେ…

ମଣିର ଜୀବନ ନେବା ପାଇଁ ବୁନ୍ଦାଏ ମାତ୍ର ବିଷ ଯଥେଷ୍ଟ, ଜାଣନ୍ତୁ ଦୁନିଆର ସବୁଠାରୁ ବିଷାକ୍ତ ବିଷର ନାମ

ବଲିଉଡ ହେଉ କିମ୍ବା ହଲିଉଡ ହେଉ ଯେତେବେଳେ ବି ଗୁପ୍ତଚରମାନେ ଧରା ପଡ଼ି ଯାଆନ୍ତି ସେମାନେ ସାଇନାଇଡ ଖାଇ ଜୀବନ ହାରିଥିବା ଆପଣମାନେ ଦେଖିଥିବେ ନିଶ୍ଚିତ । ତେବେ କୁହାଯାଏ ସାଇନାଇଡ ହେଉଛି ଦୁନିଆର ସବୁଠାରୁ ବିଷାକ୍ତ ରାସାୟନିକ ପଦାର୍ଥ । କିନ୍ତୁ ଏହା ବାସ୍ତବରେ ସବୁଠାରୁ ବିଷାକ୍ତ ରାସାୟନିକ…

ବିଷ ପିଇଦେଲେ ମହିଳା ପୋଲିସ ଏସଆଇ , ଅବସ୍ଥା ଗୁରୁତର

ବଲାଙ୍ଗିର (କେନ୍ୟୁଜ): ମହିଳା ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ । ବଲାଙ୍ଗିର ଜିଲ୍ଲା ସଇଁତଳା ଥାନାରେ କାର୍ଯ୍ୟରତ ମହିଳା ଏସଆଇ କାଜଲ ବାଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡିନୀ । ସେ ନଂଦୁପଡାରେ ଭଡା ଘରେ ରହୁଥିଲେ। ଗତକାଲି ରାତିରେ ବିଷ ପିଇ…

ପାରିବାରିକ କଳହ: ବିଷ ପିଇ ଜୀବନ ହାରିଲେ ମହିଳା

ସୋରଡା (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ସୋରଡା ଥାନା ସାନବଦାଙ୍ଗୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l ମୃତକଙ୍କ ନାମ ରିଙ୍କି ବେହେରା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ରିଙ୍କି ପାଞ୍ଚ…

ପାରିବାରିକ କଳହର କରୁଣ ପରିଣତି, ମା’ ସହ ଝଗଡା ପରେ ବିଷ ପିଇ ଜୀବନ ହାରିଲା ଝିଅ

ଭଦ୍ରକ (କେନ୍ୟୁଜ): ପାରିବାରିକ କଳହର କରୁଣ ପରିସ୍ଥିତି। ମା ଝିଅଙ୍କ ମଧ୍ୟରେ ଝଗଡା ପରେ ବିଷ ପିଇ ଆତ୍ମହତ୍ୟା କଲା ଝିଅ। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ନଦୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ନଦୀଗାଁର ସହଦେଵ ଦାସଙ୍କ ସ୍ତ୍ରୀ ଓ ଝିଅ ମଧ୍ୟରେ ପାରିବାରିକ ଘଟଣାକୁ ନେଇ ଝଗଡା…

ପ୍ରେମିକ ଦେଇଥିବା ବିଷ ପିଇ ଜୀବନ ହାରିଲା ପ୍ରେମିକା, ଝିଅର ମୃତଦେହ ରଖି ଧାରଣା ଦେଲେ ପରିବାର ଲୋକେ

କଳାହାଣ୍ଡି (କେନ୍ୟୁଜ): ପ୍ରେମିକ ଦେଇଥିବା ବିଷ ପିଇ ଜୀବନ ହାରିଲା ପ୍ରେମିକା । ଝିଅର ମୃତଦେହ ରଖି ପ୍ରେମିକ ଘର ଆଗରେ ଧାରଣା ଦେଲେ ପରିବାର । କଳାହାଣ୍ଡି ଜିଲ୍ଲା କୋକସରା ଥାନା ନୂନପାଣି ଗାଁରେ ଅଭାବନୀୟ ଘଟଣା ଘଟିଛି । ସୂଚନାନୁଯାୟୀ, ରିମା ନାଗ ଓ ଗ୍ରାମର ସମୀର ପୁଝାରି ନାମକ…

ବାହାଘର ପୂର୍ବରୁ ବିଷ ପିଇ ଜୀବନ ହାରିଲେ ଯୁବତୀ, କାରଣ ଅସ୍ପଷ୍ଟ

ଭଞ୍ଜନଗର (କେନ୍ୟୁଜ): ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ନୂଆଁଟାଙ୍ଗଣ ଗାଁରେ ଘଟିଛି ଏଭଳି ଘଟଣା । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।…

ଜୀବନ ଅପେକ୍ଷା ଯନ୍ତ୍ରଣା ହେଲା ଅଧିକ: ଇଚ୍ଛାମୃତ୍ୟୁ ପାଇଁ ଟ୍ବିଟ୍ ଯୋଗେ ନିବେଦନ କରିଥିଲେ ଦିବ୍ୟାଙ୍ଗ, ଶେଷରେ…

ବାଲେଶ୍ୱର(କେନ୍ୟୁଜ୍): ଭିଡିଓ କଲେ, ଜୀବନ ହାରିଲେ। ଜୀବନ ଅପେକ୍ଷା ଯନ୍ତ୍ରଣା ହେଲା ଅଧିକ । ଇଚ୍ଛାମୃତ୍ୟୁ ପାଇଁ ଟୁଇଟ ଯୋଗେ ରାଷ୍ଟ୍ରପତି ଭବନ ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି ଶେଷରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ। ମୃତ ଯୁବକ ଜଣଙ୍କ ବାଲେଶ୍ୱର ରେମୁଣା ବ୍ଲକ…

ବିଷ ପିଇ ନବ ଦମ୍ପତିଙ୍କ ଆତ୍ମହତ୍ୟା , ଦୁଇ ମାସ ତଳେ କରିଥିଲେ ପ୍ରେମ ବିବାହ

ବାଲେଶ୍ୱର (କେନ୍ୟୁଜ): ସଦର ଥାନା ଅନ୍ତର୍ଗତ ଚଷାଖଣ୍ଡ ପଞ୍ଚାୟତର ମଧୁପୁରା ଗାଁ ର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାହାଘରର ୨ ମାସ ନ ପୁରୁଣୁ ସ୍ଵାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ହେଲେ ମଧୁପୁରା ଗାଁ ର ହରିଶଙ୍କର ଜେନା ଓ ତାଙ୍କ ସ୍ତ୍ରୀ ବେବି ଜେନା ।…