ରାଜ୍ୟରେ ଭିଜିଲାନ୍ସର ବଡ ଧରଣର ରେଡ୍‌: ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମି ଦେବା ପ୍ରସଙ୍ଗରେ ଚାଲିଛି ଚଢାଉ

ଭଦ୍ରକ(କେନ୍ଯୁଜ୍): ରାଜ୍ୟରେ ଭିଜିଲାନ୍ସର ବଡ ଧରଣର ରେଡ୍‌। ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମି ଦେବା ପ୍ରସଙ୍ଗରେ ରେଡ୍‌ ଚାଲିଛି । ଭିଜିଲାନ୍ସର ୯ଟି ଟିମ୍‌ ଏହି ଚଢାଉ କରିଛି। ଟିମ୍‌ରେ ଅଛନ୍ତି ଜଣେ ଅତିରିକ୍ତ ଏସ୍‌ପି, ୧୧ ଜଣ ଡିଏସ୍‌ପି, ୬ ଇନିସ୍‌ପେକ୍ଟର। ଜଣେ ପୂର୍ବତନ ସବ୍‌କଲେକ୍ଟରଙ୍କ ସହ ୬ ଜଣ ଅଧିକାରୀଙ୍କ ଘରେ ରେଡ୍‌।

ଭିଜିଲାନ୍ସ ସେଲ୍‌ ପକ୍ଷରୁ ମାମଲା ରୁଜୁ ହୋଇଛି। ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରରେ ଚାଲିଛି ତଢାଉ। ପାରାଦୀପରେ ହୋଇଛି ବଡଧରଣର ଜମି ଦୁର୍ନୀତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.