Below header

ବାଲେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ , ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର(କେନ୍ୟୁଜ୍) : ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ। ବାଲେଶ୍ୱର ଜିଲ୍ଲା ସୋର ତଳନଗର ମହାବିଦ୍ୟାଳୟର ବୋଟନୀ ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ୫ଜଣ ଏହି ଚଢାଉ କରିଛନ୍ତି। ଚଢାଉ ବେଳେ ୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ରାମଚନ୍ଦ୍ରଙ୍କ ବାହାନଗା ବ୍ଲକ ଅସିମିଳାଠାରେ ଥିବା ବାସଭବନ, ତଳନଗର କଲେଜ ଛକରେ ଥିବା ଦୁଇଚି ବିଲଡିଙ୍ଗ୍‌ରେ ଚଢାଉ କରାଯାଇଛି। ଆୟ ବର୍ହିଭୁତ ସଂପତ୍ତି ଠୁଳ ହୋଇଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.