ମହିଳାଙ୍କୁ ବୀଭତ୍ସ ହତ୍ୟା: ବନ୍ଦ ଦୋକନ ଘରୁ ମିଳିଲା ମୃତଦେହ

ମହିଳାଙ୍କୁ ବୀଭତ୍ସ ହତ୍ୟା। ବନ୍ଦ ଦୋକନ ଘରୁ ମିଳିଲା ମୃତଦେହ। କଟକ ଜଗତପୁର ତ୍ରିନାଥ ସାହିରେ ଘଟିଛି ଏହି ହତ୍ୟାକାଣ୍ଡ। ଏହି ହତ୍ୟାକାଣ୍ଡ ପରେ ମୃତ ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା, ସେନେଇ କାରଣ ଜଣାପଡିନି। ଜଗତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

କଟକ (କେନ୍ୟୁଜ): ମହିଳାଙ୍କୁ ବୀଭତ୍ସ ହତ୍ୟା। ବନ୍ଦ ଦୋକନ ଘରୁ ମିଳିଲା ମୃତଦେହ। କଟକ ଜଗତପୁର ତ୍ରିନାଥ ସାହିରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ଜଣକ କବିତା ବେହେରା। ଜଗତପୁର ଶିଳ୍ପାଞ୍ଚଳ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ବନ୍ଦ ଦୋକାନ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣକ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କ ସ୍ୱାମୀଙ୍କର ମଧ୍ୟ ଏହା ଥିଲା ଦ୍ୱିତୀୟ ବିବାହ। ଏହି ହତ୍ୟାକାଣ୍ଡ ପରେ ମୃତ ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା, ସେନେଇ କାରଣ ଜଣାପଡିନି। ଜଗତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.