ମୋହନା: ଯାଞ୍ଚ ବେଳେ କଣ୍ଟେନର ଭିତରୁ ଜବତ ହେଲା ୪୦ଲକ୍ଷ ଟଙ୍କାର ଗଞ୍ଜେଇ, ୪ ଅନ୍ତଃରାଜ୍ୟ ଚାଲାଣକାରୀ ଗିରଫ

ମୋହନା: କଣ୍ଟେନର ଭିତରେ ଗଞ୍ଜେଇ। ଗଜପତି ଜ଼ିଲ୍ଲା ମୋହନା ପୋଲିସ ଚାନ୍ଦିପୁଟ-ତରାମାଳ ରାସ୍ତାରେ ଗାଡି ଯାଞ୍ଚ କଲାବେଳେ ଏକ କଣ୍ଟେନରରୁ ୬୧୦କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି l

ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଅନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.