Browsing Tag

ganja seized in mohana

କାର ସହ ଅଟୋ ଓ ମୋଟର ସାଇକେଲରୁ ବିପୁଳ ଗଞ୍ଜେଇ ଜବତ, ୨ ନାବାଳକ ସହ ୬ ଅଭିଯୁକ୍ତ ଗିରଫ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ଏବଂ ଅଡବା ପୋଲିସକୁ ମିଳିଛି ବଡ଼ ସଫଳତା। ଉଭୟ ଥାନା ପୋଲିସର ପୃଥକ ପୃଥକ ଚଢ଼ାଉରେ ବିପୁଳ ଗଞ୍ଜେଇ ସହ କାର, ଅଟୋ, ମୋଟର ସାଇକେଲ ଜବତ କରିଛି ପୋଲିସ। ଏହା ସହ ଦୁଇ ନାବାଳକ ସମେତ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନା ପ୍ରକାରେ ଅଡବା ପୋଲିସ…

ଗଞ୍ଜେଇ ଗଡ଼ ଗଜପତିରୁ ଗାଡି ସହ ଗଞ୍ଜେଇ ଜବତ,୫ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ପୁଣି ଆଉ ଏକ ଅନ୍ତଃରାଜ୍ୟ ରାକେଟକୁ ଧରିବାରେ ସଫଳ ହେଲା ଆର ଉଦୟଗିରି ପୋଲିସ । ଗୋଟିଏ ଟ୍ରକରେ ୨ କ୍ବିଣ୍ଟାଲ ୭୦କେଜି ଗଞ୍ଜେଇ ସହ ଗୋଟିଏ ମେକ୍ସ ପିକ ଅପକୁ ଜବତ କରିବା ସହ ୫ ମାଫିଆଙ୍କୁ ଗିରଫ କରିଛି ପୋଲିସ  ।…

୧୩ କୋଟିରୁ ଉର୍ଦ୍ଧ୍ବ ନୀଳ ଜହର ଚାଷ ପୋଡି ନଷ୍ଟ କଲା ମୋହନା ପୋଲିସ୍ ଏବଂ ଅବକାରୀ ବିଭାଗ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ସିନ୍ଧବା ପଞ୍ଚାୟତର ବୁଡୁଣି ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ହୋଇଥିବା ଗଞ୍ଜେଇ ଚାଷକୁ କାଟି, ପୋଡି ନଷ୍ଟ କରାଯାଇଛି l ଉକ୍ତ ଅଞ୍ଚଳରେ ୬୭ ଏକର ଜମିରେ ଏହି ନୀଳ ଜହର ଚାଷ କରାଯାଇଥିଲା l ତେବେ ଏହି ଅଭିଯାନରେ ମୋହନା ପୋଲିସ୍ ଏବଂ ଅବକାରୀ…

ମୋହନା: ଯାଞ୍ଚ ବେଳେ କଣ୍ଟେନର ଭିତରୁ ଜବତ ହେଲା ୪୦ଲକ୍ଷ ଟଙ୍କାର ଗଞ୍ଜେଇ, ୪ ଅନ୍ତଃରାଜ୍ୟ ଚାଲାଣକାରୀ ଗିରଫ

ମୋହନା: କଣ୍ଟେନର ଭିତରେ ଗଞ୍ଜେଇ। ଗଜପତି ଜ଼ିଲ୍ଲା ମୋହନା ପୋଲିସ ଚାନ୍ଦିପୁଟ-ତରାମାଳ ରାସ୍ତାରେ ଗାଡି ଯାଞ୍ଚ କଲାବେଳେ ଏକ କଣ୍ଟେନରରୁ ୬୧୦କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି l ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଗଞ୍ଜେଇ ଚୋରା ଚାଲାଣ…

ମୋହନା: କଣ୍ଟେନର ସହ ୩କୋଟି ଟଙ୍କାର ଗଞ୍ଜେଇ ଜବତ, ଜଣେ ଅଭିଯୁକ୍ତ ଗିରଫ

ମୋହନା: ଗଜପତି ଜିଲ୍ଲା ଆର ଉଦୟଗିରି ପୋଲିସଙ୍କୁ ମିଳିଛି ଏକ ବଡ ସଫଳତା । ଗଜପତି–ରାୟଗଡା ସୀମାନ୍ତ ଅଞ୍ଚଳରୁ ୧୦କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ତେବେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବିହାରର ଗାଡି ଡ୍ରାଇଭର ଧରମ୍‌ କୁ ଗିରଫ କରିଛନ୍ତି । ସୂଚନା…

ଗଜପତି ଜିଲ୍ଲାରୁ ପୁଣି କୋଟିଏ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଅନ୍ତଃରାଜ୍ୟ ମାଫିଆଙ୍କ ସମେତ ୬ଗିରଫ

ମୋହନା: ଗଜପତି ଜିଲ୍ଲାରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ । ମୋହନା ଏବଂ ଅଡ଼ବା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୃଥକ ପୃଥକ ସ୍ଥାନରୁ ୨୦ କ୍ୱିଣ୍ଟାଲ ୧୫୯ କେଜି ଗଞ୍ଜେଇ ଜବତ କରିବା ସହ ୪ ଅନ୍ତଃରାଜ୍ୟ ମାଫିଆଙ୍କ ୬ ଜଣ ମାଫିଆଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇ ମୂଲ୍ୟ କୋଟିଏ ୨୦ ଲକ୍ଷ…

ଗଜପତି: ପୁଣି ମୋହନାରୁ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା ପୋଲିସ, ଜଣେ  ଗିରଫ

ମୋହନା(କେନ୍ୟୁଜ୍):  ମୋହାନା ଅଞ୍ଚଳରେ ଥମିବାରେ ନାଁ ନେଉନି ଚୋରା ଗଞ୍ଜେଇ ଚାଲଣ। ବେଧଡ଼କ ହୋଇ ଗଞ୍ଜେଇ ମାଫିଆମାନେ ଜିଲ୍ଲା ବାହାରକୁ କରୁଛନ୍ତି ଚୋରା ଗଞ୍ଜେଇ ଚାଲଣ। ପ୍ରତିଦିନ ପୋଲିସ ଦ୍ବାରା ଗିରଫ ହେଲା ପରେ ମଧ୍ୟ ଚେତୁନାହାନ୍ତି କିଛି ଗଞ୍ଜେଇ  ମାଫିଆ । ଆଜି ଏହି ଭଳି ଭାବରେ ମୋହାନ…

ମୋହନା: ପିକଅପ ସହ ପୁଣି ଜବତ ହେଲା ୧୨ କୁଇଣ୍ଟାଲ ଗଞ୍ଜେଇ,୩ ଗିରଫ

ମୋହନା(କେନ୍ୟୁଜ୍): ଗଞ୍ଜେଇ ଖଣି ଗଜପତି ଜିଲ୍ଲାରୁ ପୁଣି ଜବତ ହୋଇଛି ୧୨ କୁଇଣ୍ଟାଲ ଗଞ୍ଜେଇ।  ଆର. ଉଦୟଗିରି ପୋଲିସ ଯାନବାହନ ଯାଞ୍ଚ କଲାବେଳେ କାନକଟା ଚେକଗେଟରୁ ଏକ ବୋଲେରୋ ପିକଅପ ନଂ OD 07 E 1108 ରୁ ୧୨ କୁଇଣ୍ଟାଲ ୧୫ କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଡବା…

ପୁଣି ୨୫ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଜବତ କଲା ମୋହନା ପୋଲିସ୍, ୨ ଗିରଫ

ମୋହନା: ଗଜପତି ଜ଼ିଲ୍ଲା ଚାନ୍ଦିପୁଟ ଏବଂ ଲୁହାଗୁଡ଼ି ରାସ୍ତାରେ ପେଟ୍ରୋଲିଙ୍ଗ ବେଳେ କଳାମେରି ଗ୍ରାମ ନିକଟରୁ ଏକ ଟାଟା ଡାୟକର ଗାଡିରେ ୧୩ଟି ପ୍ଲାଷ୍ଟିକ ବ୍ୟାଗରେ ଚାଲାଣ ହେଉଥିବା ୩ କୁଇଣ୍ଟାଲ ୯୧କେଜିର ଗଞ୍ଜେଇ ଜବତ କରିଛି ମୋହନା ପୋଲିସ୍  l ଏହି ଗଞ୍ଜେଇ ଗଜପତି ଜ଼ିଲ୍ଲା ରଣାଲଇ…