Below header

କୋରାପୁଟ: ପିଚୁ ଟ୍ୟାଙ୍କରରୁ ୩୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ପିଚୁ ଟ୍ୟାଙ୍କରରୁ ୩୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ୨୭ ନମ୍ବର ଜାତୀୟ ରାଜପଥର କୁଟୁଗାଁ ଛକ ନିକଟରେ ସେମିଳିଗୁଡ଼ା ପୋଲିସ ଗଞ୍ଜେଇ ଜବତ କରିଛି ।

କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳରୁ ବିହାରକୁ ପିଚୁ ଟ୍ୟାଙ୍କରରେ ୬୭୫ କେଜି ଗଞ୍ଜେଇ ଚାଲାଣ ହେଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.