Below header

ଯୋଗେଶ ସିଂ ସୁନ୍ଦରଗଡ଼ ବିଧାୟକ ପଦରୁ ଦେଲେ ଇସ୍ତଫା

ସୁନ୍ଦରଗଡ଼ (କେନ୍ୟୁଜ୍) : ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂ। ବାଚସ୍ପଚି ପ୍ରଦୀପ ଅମାତଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଦଳ ବିରୋଧୀ କାର‌୍ୟ୍ୟ ଅଭିଯୋଗରେ ନିକଟରେ ତାଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ଏହାପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏବେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଯୋଗେଶ କହିଛନ୍ତି, ସମର୍ଥକଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ । ଆସନ୍ତା ୨୫ ତାରିଖରେ ରାହୁଲ ତମାଣ୍ଡୋ ସମାବେଶରେ ଯୋଗଦେବେ । ଏହାପୂର୍ବରୁ କଂଗ୍ରେସରୁ ନବ ଦାସ ଓ ଯୋଗେଶ ସିଂଙ୍କ ଇସ୍ତଫା ଏକ ଶକ୍ତ ଧକ୍କା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.