ବଲାଙ୍ଗିର: ମାଲବାହୀ ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ତଦନ୍ତ କରୁଛି ରେଳବାଇ ପୋଲିସ

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ରେଳ ଷ୍ଟେସନ ରେ ମାଲବାହୀ ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ଟେନ ଆଗୁକୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବକ ହେଲେ ବଲାଙ୍ଗିର ସହର ସୁଦପଡାର ସୁବାସ ପୋଢ଼ । ସୁବାସ କାହିଁକି ଆତ୍ମହତ୍ୟା କଲେ କାରଣ ଜଣାପଡିନାହିଁ । ତେବେ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ରେଳବାଇ ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.