କୂଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମରେ ଧୋକା ଖାଇ ଏଭଳି କରିଥିବା ନେଇ ସନ୍ଦେହ
ଭୁବନେଶ୍ୱର(କେନ୍ୟୁଜ୍): କୂଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ବାଲିଅନ୍ତାର କୂଅଖାଇ ନଦୀକୁ ହଠାତ୍ ଆସି ଡେଇଁ ପଡିଥିଲେ ଯୁବତୀ। ତେବେ ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କୁ ଉଦ୍ଧାର କରାଯାଇଛି ।
ପ୍ରେମରେ ଧୋକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବାକୁ ଉଦ୍ଯମ କରୁଥିବା ନେଇ ସନ୍ଦେହ କରାଯାଉଥିବାବେଳେ, ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଘଟଣା ସ୍ଥଳରେ ବାଲିଅନ୍ତା ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।