Below header
Browsing Tag

3 maoists killed

ମାଲକାନଗିରି: ଏନକାଉଣ୍ଟରେ ୩ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ପୁଣି ପୋଲିସକୁ ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । କରିଗୁଟା ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ତିନି ହାର୍ଡ କୋର ମାଓବାଦୀ ନିହତ । ଘଟଣା ସ୍ଥଳରୁ ଗୋଟିଏ LMG, ଗୋଟିଏ AK47 ବନ୍ଧୁକ ସହ…

ମାଲକାନଗିରି ସୀମାନ୍ତ ଛତିଶଗଡ଼ରରେ ଏନକାଉଣ୍ଟର, ୩ ମାଓବାଦୀ ମୃତ

ମାଲକାନଗିରି (କେନ୍ୟୁଜ): ଏନକାଉଣ୍ଟରରେ ୩ ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ । ପୋଲିସ ର ଏନକାଉଣ୍ଟର ରେ ଦୁଇ ମହିଳା ମାଓବାଦୀ ସମେତ ତିନି ମାଓବାଦୀଙ୍କ ମୃତ୍ୟୁ । ଘଟଣା ସ୍ଥଳରୁ ବିପୁଳ ପରିମାଣର…

୩ ଦୁର୍ଦ୍ଦାନ୍ତ ମାଓବାଦୀ ମୃତ, ତୁମକପାଲ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି(କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏବଂ ଦନ୍ତେୱାଡା ସୀମାବର୍ତ୍ତୀ ତୁମକପାଲ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ହୋଇଛି ଗୁଳିବିନିମୟ। DRG ଜବାନ ଏବଂ ବସ୍ତର କୋମାଣ୍ଡଙ୍କ ମିଳିତ ଅପରେସନ ବେଳେ ଜବାନଙ୍କ ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ…

ଛତିଶଗଡରେ ମାଓବାଦୀ- ସୁରକ୍ଷାକର୍ମୀ ଏନକାଉଣ୍ଟର, ୩ ମାଓବାଦୀଙ୍କ ମୃତ୍ୟୁ

ଛତିଶଗଡରେ ମାଓବାଦୀ- ସୁରକ୍ଷାକର୍ମୀ ଏନକାଉଣ୍ଟର। ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାୟ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୁରକ୍ଷା କର୍ମୀଙ୍କ ଏହି ଦଳ ସର୍ଚ୍ଚ ଅପରେସନ କରୁଥିବା ବେଳେ କାଟେକଲ୍ୟାଣ ଥାନା ଅନ୍ତର୍ଗତ ଡବାକୁନା ଗାଁ ନିକଟରେ ଥିବା ପାହାଡରେ ରବିବାର ଅପରାହ୍ନରେ…

ମାଓବାଦୀଙ୍କ ବିରୋଧର ବଡ଼ ସଫଳତା, ପୋଲିସ ଗୁଳିରେ ଟଳିଲେ ୩ ମାଓବାଦୀ

ମାଓବାଦୀଙ୍କ ବିରୋଧର ବଡ଼ ସଫଳତା। ପୋଲିସ ଗୁଳିରେ ଟଳିଲେ ୩ ମାଓବାଦୀ। କଳାହାଣ୍ଡି ଜିଲ୍ଲା ତାପରଙ୍ଗ ରିଜର୍ଭ ଫରେଷ୍ଟରେ ମାଓବାଦୀଙ୍କ ଉପସ୍ଥିତି ନେଇ ଅପରେସନ ଆରମ୍ଭ କରିଥିଲା ସ୍ପେଶାଲ ଇଣ୍ଟେଲିଜେନ୍‌ସ ୱିଙ୍ଗ। ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଛି।…