Browsing Tag

aap mla

ନିର୍ବାଚନ ପୂର୍ବରୁ ଆପ୍ ବିଧାୟକଙ୍କ ନାମରେ ମାମଲା ରୁଜୁ, ପ୍ରଚାର ସମୟରେ ମହିଳାଙ୍କୁ କରିଥିଲେ ଫ୍ଲାଇଂ କିସ୍

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ବିଧାୟକଙ୍କ ବିରୋଧରେ ମାମଲା ଦାୟର ହୋଇଛି । ବିଧାୟକ ଦିନେଶ ମୋହନିୟାଙ୍କ ବିପକ୍ଷରେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ବିଧାୟକ ନିର୍ବାଚନ ପ୍ରଚାର ସମୟରେ ମହିଳାଙ୍କୁ ଫ୍ଲାଇଂ କିସ୍ କରୁଥିଲେ । ଘଟଣାର ଭିଡିଓ…

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଆପ୍‌ ବିଧାୟକ: ମୁଣ୍ଡରେ ବାଜିଛି ଗୁଳି, କାରଣ ଅସ୍ପଷ୍ଟ

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଆପ୍‌ ବିଧାୟକ । ପଶ୍ଚିମ ଲୁଧିଆନାର ଆପ୍‌ ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ ହୋଇଛି । ଗୁରୁତର ବିଧାୟକଙ୍କୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ସୂଚନା ଅନୁସାରେ ଗତକାଲି ମଧ୍ୟରାତିରେ ଗୁରପ୍ରୀତଙ୍କୁ ଗୁଳି ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ, ବିଧାୟକ ଦଳ ବୈଠକରେ ବାଜିଲା ମୋହର

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲନୋ । ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପରର୍ବତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାମ ଘୋଷଣା କରିଛନ୍ତି । ସର୍ବସମ୍ମତି କ୍ରମେ ବିଧାୟକମାନେ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି । ଜେଲରୁ ଆସିବା ପରେ ଦୁଇ…

ୱାକଫ ବୋର୍ଡରେ ଦୁର୍ନୀତି: ୧୪ ଦିନିଆ ନ୍ୟାୟିକ ହେପାଜତରେ ଗଲେ ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନ

ଦିଲ୍ଲୀର ଏକ କୋର୍ଟ ଆମ୍ ଆଦମୀ ପାର୍ଟି (ଏଏପି)ର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ସୋମବାର ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ସେ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ । ଏହାପୂର୍ବରୁ ଇଡି ଅର୍ଥ ହେରଫେର ସମ୍ଵନ୍ଧିତ ଦୁର୍ନୀତି ମାମଲାରେ ଅମାନତୁଲ୍ଲାହଙ୍କୁ ୧୪…

ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନ ଗିରଫ କଲା ଇଡି, ନକଲି ନିଯୁକ୍ତି ମାମଲାରେ ଇଡି କରୁଥିଲା ପଚରାଉଚରା

ଆପ ବିଧାୟକ ଅମାନତୁଲ୍ଲାହ ଖାନ ଗିରଫ କରିଛି ଇଡି । ୫ ଘଣ୍ଟା ଜେରା ପରେ ବାଟଲା ହାଉସରୁ ଗିରଫ କଲା ଇଡି । ଦିଲ୍ଲୀ ଓ୍ୱାକଫ ବୋର୍ଡ କେସରେ ଇଡି ଅମାନୁତୁଲ୍ଲାହଙ୍କୁ ଗିରଫ କରିଛି । ଆଜି ସକାଳୁ ଇଡିର ୬ରୁ ୭ ଜଣ ଅଧିକାରୀ ଏହି ସର୍ଚ୍ଚ ଅପରେସନରେ ସାମିଲ ଥିଲେ । ଚଢ଼ାଉ ବେଳେ ଦିଲ୍ଲୀର ପୋଲିସର…

ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘରେ ଇଡିର ରେଡ, ବିଧାୟକ ଆଣିଲେ ଏଭଳି ଅଭିଯୋଗ

ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ବାଟଲା ହାଉସ ସ୍ଥିତ ଘରେ ଇଡି ଟିମ ଚଢାଉ କରିଛି । ଇଡି ସୋମବାର ସକାଳୁ ସକାଳୁ ଅମାନତୁଲ୍ଲାହ ଖାନଙ୍କ ଘରେ ଚଢାଉ କରିବାକୁ ଯାଇଥିଲା । ଇଡି ଟିମ୍‌ ଓ୍ୱାକଫ ବୋର୍ଡ ମନି ଲଣ୍ଡ୍ରିଂ ମାମଲାରେ ଯାଞ୍ଚ ପାଇଁ ତାଙ୍କ ଘରେ ଚଢାଉ କରିଥିଲା । ଏହି ମାମଲାରେ ଇଡି…

ଆପ୍‌ ବିଧାୟକ ଅମାନତୁଲ୍ଲାଙ୍କୁ ଆଶ୍ୱସ୍ତି, ଦିଲ୍ଲୀ ଓ୍ଵାକଫ ବୋର୍ଡ ମନି ଲଣ୍ଡରିଂ ମାମଲାରେ ମିଳିଲା ଜାମିନ

ଦିଲ୍ଲୀ ୱାକଫ ବୋର୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଥିବା ଆପ୍ ନେତା ଅମାନତୁଲ୍ଲା ଖାନଙ୍କୁ ଜାମିନ ମିଳିଛି । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଅମାନତୁଲ୍ଲାଙ୍କୁ ୧୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି । ଇଡିର ବାରମ୍ବାର ସମନ ପରେ ମଧ୍ୟ ଏହି ଆପ୍ ବିଧାୟକ…

ଦିଲ୍ଲୀ ସରକାରରେ ମନ୍ତ୍ରୀ ରାଜକୁମାର ଆନନ୍ଦ ଛାଡ଼ିଲେ ପାର୍ଟି, ଭ୍ରଷ୍ଟାଚାରକୁ ନେଇ ଆପ୍‌ ଉପରେ ଉଠାଇଲେ ପ୍ରଶ୍ନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସମସ୍ୟା ଥମିବାର ନାଁ ଧରୁନାହିଁ । ଗୋଟିଏ ପଟେ ଯେଉଁଠି ଶୀର୍ଷ ନେତୃତ୍ୱ ଜେଲ୍‌ ଭିତରେ ଅଛନ୍ତି, ସେଠି ବର୍ତ୍ତମାନ ସହଯୋଗୀମାନେ ସେମାନଙ୍କ ହାତ ଛାଡ଼ିବାକୁ ଲାଗିଛନ୍ତି । ପଟେଲ ନଗରରୁ ବିଧାୟକ ରାଜକୁମାର ଆନନ୍ଦ ଆଜି ମନ୍ତ୍ରୀ ପଦରୁ ଇସ୍ତଫା…

ପଞ୍ଜାବ: ED ହେପାଜତରେ ଆପ୍‌ ବିଧାୟକ ଯଶୱନ୍ତ ସିଂ ଗଜନମାଜରା, ପଚରାଉଚରା ପାଇଁ ଜଳନ୍ଧର ନେଲା ଟିମ୍‌

ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବିଧାୟକ ଯଶୱନ୍ତ ସିଂ ଗଜନମାଜରାଙ୍କ ପାଇଁ ସମସ୍ୟା ବଢ଼ିପାରେ। ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଟିମ୍‌ ତାଙ୍କୁ ସାଙ୍ଗରେ ନେଇଛି। କୁହାଯାଉଛି ଯେ ଯଶୱନ୍ତ ସିଂ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ଅମରଗଡରେ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରୁଥିଲେ,…

ସରକାରଙ୍କ ସହ ଭଲ ସଂପର୍କ ନରହିଲେ ପ୍ରତିଶ୍ରୁତି ପୂରଣ କରି ପାରିବିନି, ଏମିତି କହିଲେ ଆପ୍‌ ନେତା

ନୂଆଦିଲ୍ଲୀ : ଗୁଜରାଟରେ ଆମ ଆଦମୀ ପାର୍ଟିକୁ ଲାଗିପାରେ ଝଟ୍‌କା। ବିଜେପିରେ ସାମିଲ ହୋଇପାରନ୍ତି ଆପ୍‌ ବିଧାୟକ ଭୂପତ ଭୟାନି । ମୋ ହୀରାମାନେ ବିକ୍ରି ହେବେ ନାହିଁ ବୋଲି କହିଥିଲେ ଅରବିନ୍ଦ କେଜ୍ରିଓ୍ଵାଲ । କିନ୍ତୁ ଦଳ ବଦଳାଇବାକୁ ଗୋଡ଼ ଟେକିଲେଣି ଭୂପତ ଭୟାନି । ତେବେ ନିଜ…