Browsing Tag

accident jajpur

ବ୍ରିଜରୁ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍ , ୫ମୃତ; ୪୬ ଆହତ

ଯାଜପୁର (କେନ୍ୟୁଜ): ଯାଜପୁରରେ ବ୍ରିଜରୁ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୬ ଜଣ ଯାତ୍ରୀ ଆହତ ହୋଇଛନ୍ତି ।  ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି ।…

ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର, ଡ୍ରାଇଭର ଗୁରୁତର

ଯାଜପୁର (କେନ୍ୟୁଜ): ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର । ଭାରସାମ୍ୟ ହରାଇ ମାଡିଗଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ୟାଙ୍କର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ…

ବୈତରଣୀରୋଡ ରେଳ ଷ୍ଟେସନରେ ଟ୍ରେନ ଧକ୍କାରେ ସ୍ୱାମୀ-ସ୍ତ୍ରୀ ମୃତ

ଯାଜପୁର ରୋଡ଼ : ପୂର୍ବତଟ ରେଳ ଅଧୀନ କୋରେଇ ଥାନା ଅନ୍ତର୍ଗତ ବୈତରଣୀ ରୋଡ ରେଳ ଷ୍ଟେସନରେ ସ୍ୱାମୀ-ସ୍ତ୍ରୀଙ୍କ ରେଳ ଧକାରେ ମୃତ୍ୟୁ ହୋଇଯାଇଛି ! ମୃତ ଦୁଇ ଜଣ ହେଲେ କୋରେଇ ବ୍ଲକ ବରୁଣ୍ଡେଇ ଗାଁର ଆଶୁତୋଷ ସିନ୍ହା (୭୩) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା ସିନ୍ହା ବୋଲି ଜଣାଯାଇଛି।…

ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଜଣେ ମୃତ

ଯାଜପୁର (କେନ୍ୟୁଜ): ଟ୍ରକ ପଛ ପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ। ଘଟଣାସ୍ଥଳରେ ଜଣେ ମୃତ। ଆଜି ସକାଳୁ ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଛକ ନିକଟରେ। ସୂଚନା ମୁତାବକ ଗତକାଲି ରାତିରୁ ଦୁର୍ଘଟଣା ଗ୍ରସ୍ତ ହୋଇ ଜାତୀୟ ରାଜପଥରେ ଛିଡା ହୋଇଥିବା ଟ୍ରକ ପଛରେ…

ବାଇକ ଉପରେ ମାଡିଗଲା ଟ୍ରକ: ଜଣେ ମୃତ, ଅନ୍ୟଜଣେ ଗୁରୁତର

ଯାଜପୁର (କେନ୍ୟୁଜ): ବାଇକ ଉପରେ ମାଡିଗଲା ଟ୍ରକ। ଜଣେ ମୃତ, ଅନ୍ୟଜଣେ ଗୁରୁତର। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ଟ୍ରାଫିକ ଛକ ଉପରେ। ମୃତ ବ୍ୟକ୍ତି ଜଣକ କୁଆଖିଆ ଥାନା ମଧୁବନ ମିର୍ଜାପୁର ଅଞ୍ଚଳର ବୋଲି ସୂଚନା ମିଳିଛି। ସୂଚନ…

ସଡକ ଦୁର୍ଘଟଣା: ମାଛ ବେପାରୀଙ୍କୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ମୃତ୍ୟୁ

ଯାଜପୁର ରୋଡ (କେନ୍ୟୁଜ): ଯାଜପୁର ରୋଡ ଥାନା ଗଣେଷବଜାର ଛକରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ ଧକ୍କାରେ ମାଛ ବେପାରୀଙ୍କ ମୃତ୍ୟୁ ହୋଇଛି । ମୃତକ ସ୍ଥାନୀୟ ନେଳିବାରୀ ଗ୍ରାମର ଅନାଦି ମଳିକ। ସାଇକେଲରେ ମାଛନେଇ ବଜାରକୁ ବିକ୍ରି କରିବାକୁ ଯାଉଥିଲା ବେଳେ ଏକ ୧୦ ଚକିଆ ଟ୍ରକ ସାଇକେଲ ଉପରେ…

ସକାଳୁ ସକାଳୁ ସଡ଼କ ଦୁର୍ଘଟଣା: ଟ୍ରକକୁ ପିଟିଲା ଆଇଚର, ୭ ମୃତ

ଯାଜପୁର (କେନ୍ୟୁଜ): ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ଗାଡିକୁ ଧକ୍କା ଦେଲା କୋଲକାତା ପଟୁ ଆସୁଥିବା ଆଇଚର । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚଣ୍ଡିଖୋଲ ନେଉଳପୁର ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ନିକଟ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ଛକ…

ଯାଜପୁର: ବଡ଼ଚଣା ଛକ ନିକଟରେ ଟ୍ରକ ପଛକୁ ପିଟିଲା କାର, ୪ଗୁରୁତର  

ଯାଜପୁର(କେନ୍ୟୁଜ୍):  ଭାରସାମ୍ୟ ହରାଇ ଟ୍ରକ ପଛ ପଟେ ପିଟିଲା କାର। ଫଳରେ ୪ଜଣ ଗୁରୁତର ଆହତ। ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ। ଗତକାଲି ରାତିରେ କଟକରୁ ପାଣିକୋଇଲି ଅଭିମୁଖେ ଆସୁଥିବା ଏକ କାର ବଡ଼ଚଣା ଛକ ନିକଟରେ ଅନ୍ୟ ଏକ ଗାଡିକୁ ଅତିକ୍ରମ କରୁଥିବା…

ଯାଜପୁରରେ ମିନି ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର ଟାଉନ(କେନ୍ୟୁଜ୍):ଯାଜପୁର ଜିଲ୍ଲା ସଠିପୁର ନିକଟରେ ମିନି ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ। ମୃତକ ହେଲେ ଜଗନ୍ନାଥ ପ୍ରସାଦ ଗାଁର ଗୁରୁ ଚରଣ ଦାସ। ଏହି ଦୁର୍ଘଟଣା ଅନ୍ୟ ୩ ଜଣ ଗୁରୁତର ହୋଇ ଜିଲା ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ମଧ୍ୟରେ ସ୍ଥାନୀୟ…