Browsing Tag

Actress

କାଷ୍ଟି ଡାଇରେକ୍ଟର ତଥା ଅଭିନେତ୍ରୀ ଆରତୀ ମିତ୍ତଲ ଗିରଫ, ସେକ୍ସ ର‍୍ୟାକେଟ୍‌ ଚଲାଉଥିବା ଅଭିଯୋଗ

କାଷ୍ଟିଂ ଡାଇରେକ୍ଟର ତଥା ଅଭିନେତ୍ରୀ ଆରତୀ ମିତ୍ତଲଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ସେକ୍ସ ର‍୍ୟାକେଟ ଚଲାଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ମୁମ୍ବାଇର କ୍ରାଇମବ୍ରାଞ୍ଚ ୟୁନିଟ୍‌ ୧୧ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ଏବେ ପୋଲିସ ମାମଲାର ତଦନ୍ତ କରୁଛି ।…

ବିବାହ କରୁଛନ୍ତି ଦେବୋଲିନା ! ହଳଦୀ ରସମର ଫଟୋ ହେଉଛି ଭାଇରଲ

ଛୋଟ ପରଦାର ଗୋପୀ ବୋହୂ ଏବେ ଚର୍ଚ୍ଚାରେ । ନିଜର କାମ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହା ମଧ୍ୟରେ ଯେଉଁ ଫଟୋ ଭାଇରଲ ହେଉଛି, ତାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଟିଭି ଅଭିନେତ୍ରୀ ତଥା ବିଗବସ୍‌ ପ୍ରତିଯୋଗୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଖୁବଶୀଘ୍ର…

ଏଣ୍ଡ୍ରିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦୁଇଥର କ୍ୟାନ୍ସରକୁ ମାତ୍‌ ଦେଇଥିବା ଅଭିନେତ୍ରୀ ଏବେ Intracranial…

ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ଅବସ୍ଥା ଗୁରୁତର। ଅଭିନେତ୍ରୀଙ୍କର ମଲ୍ଟିପଲ୍‌ କାର୍ଡିଏକ ଆଟାକ ଆସିବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଭେଣ୍ଟିଲେଟରେ ରହିଥିଲେ। ହେଲେ ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା ଖବର ମିଳିଛି। ଡାକ୍ତର…

ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅକ୍ଷରା ସିଂ ! ଘରେ ନୋଟିସ ଲଗାଇଲା ପୋଲିସ

ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କ ପାଟନା ସ୍ଥିତ ଘରେ ପୋଲିସ ଏକ ନୋଟିସ ଲଗାଇଛି । ନୋଟିସରେ ତାଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି । ଏହି ନୋଟିସ ଅନୁଯାୟୀ, ଯଦି ସେ କୋର୍ଟରେ ହାଜର ନ ହୁଅନ୍ତି, ତେବେ ପୋଲିସ ତାଙ୍କୁ ଗିରଫ କରିପାରେ। ତେବେ କ’ଣ ପାଇଁ ପୋଲିସ ତାଙ୍କୁ…

ଦୁଇଥର କ୍ୟାନ୍ସରକୁ ମାତ୍‌ ଦେଇଥିବା ଅଭିନେତ୍ରୀ ଏବେ ଷ୍ଟ୍ରୋକ୍‌ରେ ପୀଡ଼ିତ; ଅବସ୍ଥା ସଙ୍କଟାପନ୍ନ, ଭେଣ୍ଟିଲେଟରରେ…

ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ସେ ଏବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। କିଛି ଦିନ ତଳେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା, ଯାହାପରେ ତୁରନ୍ତ…

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ପୁଣି ସମନ ପଠାଇଲା ଦିଲ୍ଲୀ ପୋଲିସ; ଆଜି ହେବେ ହାଜର

ଆଜି EOWରେ ହାଜର ହେବେ ଅଭିନେତ୍ରୀ ଜ୍ୟାକଲିନ୍‌ । ମନି ଲଣ୍ଡରିଂ ମାମଲାରେ ସମନ ଜାରି କରିଛି ଦିଲ୍ଲୀ ପୋଲିସର EOW । ଆଜି EOW ଅଫିସରେ ୧୧ଟା ୩୦ରେ ହାଜର ହେବେ ଜ୍ୟାକଲିନ୍‌ । ପୂର୍ବରୁ ଗତ ୧୪ମଧ୍ୟ EOWରେ ହାଜର ହୋଇଥିଲେ । ପ୍ରାୟ ୮ ଘଣ୍ଟା ଜ୍ୟାକଲିନଙ୍କୁ ପଚରାଉଚରା କରିଥିଲା ପୋଲିସ। ଆଜି…