Browsing Tag

air lines

ବିମାନରେ ଯାତ୍ରୀଙ୍କ ମୃତ୍ୟୁ ହେଲେ କ୍ରୁ ମେମ୍ବର୍ସ କରନ୍ତି ଏହି କାମ, ଜାଣନ୍ତୁ ରୋଚକ ତଥ୍ୟ

ବିମାନରେ ବସିବାକୁ ସମସ୍ତେ ବହୁତ ପସନ୍ଦ କରନ୍ତି । କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ବିମାନରେ ଯାତ୍ରା କରିବାକୁ ଏତେ ଭୟ କରନ୍ତି ଯେ ଅନେକ ଥର ସେମାନେ ଯାତ୍ରା କରନ୍ତି ନାହିଁ । ପ୍ଲେନ୍‌ ଅନେକ ଥର ଦୁର୍ଘଟଣା ସମ୍ମୁଖୀନ ହେବା ଖବର ବି ଲୋକମାନେ ଶୁଣିବାକୁ ପାଆନ୍ତି । କିନ୍ତୁ ଆପଣ କେବେ…

ଏୟାର କାନାଡ଼ାକୁ ମହଙ୍ଗା ପଡ଼ିଲା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସହ ଦୁର୍ବ୍ୟବହାର, ଲାଗିଲା ୮୧ ଲକ୍ଷ ଟଙ୍କାର ଜରିମାନା

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସହ ଅମାନବିକତା ଦେଖାଇଲେ ବିମାନ କର୍ମଚାରୀ । ଯାହା ଫଳରେ ବର୍ତ୍ତମାନ ଏୟାର ଲାଇନ୍ସକୁ ଦେବାକୁ ପଡ଼ିବ ୮୧ ଲକ୍ଷ ଟଙ୍କା । ଫ୍ଲାଇଟରେ ଯାତ୍ରା କରିବା ସମୟରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି । ସେମାନେ ଯେପରି କୌଣସି ଅସୁବିଧାର…

କ’ଣ ବିମାନ ପ୍ରଦୂଷଣ ବୃଦ୍ଧି କରେ ? ଜାଣନ୍ତୁ ପ୍ରଦୂଷଣ ପାଇଁ ବିମାନ କେତେ ଦାୟୀ

ବିଶ୍ୱର ଲୋକଙ୍କ ପାଇଁ ବିମାନରେ ଯାତ୍ରା ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି । ପର୍ବପର୍ବାଣି ସମୟରେ ଯେତେବେଳେ ଲୋକମାନେ ଘରକୁ ଯିବା ପାଇଁ ଟ୍ରେନ୍ ଟିକେଟ୍ ପାଆନ୍ତି ନାହିଁ କିମ୍ବା ଛୁଟିଦିନ ପାଇଁ ଭଲ ଡିସକାଉଣ୍ଟର ଆବଶ୍ୟକତା ପଡିଥାଏ । ବିମାନ କମ୍ପାନୀଗୁଡିକ ସବୁବେଳେ ଆଗରେ ଥାନ୍ତି । ଆପଣ…

ଆପଣଙ୍କ ଚେହେରା ବି ବନିଯିବ ବୋର୍ଡିଙ୍ଗ୍‌ ପାସ୍‌, ଜାଣନ୍ତୁ କେମିତି କରିବେ ବ୍ୟବହାର

ବିମାନ ଯାତ୍ରା ସମୟରେ ଅନେକ ଥର ବୋର୍ଡିଙ୍ଗ୍‌ ପାସ୍‌ ନେବା ଠାରୁ ଆରମ୍ଭ କରି ଫ୍ଲାଇଟରେ ଚଢ଼ିବା ପର୍ଯ୍ୟନ୍ତ ଅନେକ ପ୍ରକାର ସମସ୍ୟା ଆସିଥାଏ। ଅନେକ ଲୋକଙ୍କୁ ଏହି କାମ ଝିନଝଟ୍‌ ଲାଗିଥାଏ। ଏମିତିରେ ଏବେ ଅନେକ ବିମାନ ବନ୍ଦରରେ ଫେସ୍‌ ରିକଗ୍ନିସନ୍‌ ଟେକନିକ୍‌ ବା (FRT) ବେସଡ୍‌ ର ଏକ ନୂଆ…

ବିମାନ ଯାତ୍ରା କରିବେ କି ? ବ୍ୟସ୍ତ ହୁଅନ୍ତୁନି, ମାତ୍ର ୨୬ ଟଙ୍କାରେ କାଟନ୍ତୁ ଟିକେଟ

ଆଜି କାଲି ଦରଦାମ ଏତେ ବଢି ଚାଲିଛିଯେ କମ ଟଙ୍କାରେ ଲୋକେ ଯାହା ନିଜ ନିଜ ଅବଶ୍ୟକତା ହିଁ ପୂରଣ କରିପାରୁଛନ୍ତି  । ଆଉ ଏମିତିରେ ଯଦି ଆପଣ କେଉଁଠିକି ଯିବା ଆସିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଖର୍ଚ୍ଚ ବାବଦରେ ହିଁ ଭାବିବାକୁ ହୋଇଥାଏ  । ଯଦି ଆପଣଙ୍କୁ କେବେ କେହି କୁହନ୍ତିକି ମାତ୍ର ୨୬…