Browsing Tag

april 1

ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ ୨୦୨୩, ଏହି ସବୁ ନିୟମରେ ହୋଇଛି ବଡ ପରିବର୍ତ୍ତନ

ଆଜି ଠୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ । ନୂତନ ଆର୍ଥିକ ବର୍ଷର ଆରମ୍ଭ ସହିତ ଅନେକ କିଛି ଜିନିଷ ର ଦରଦାମ ରେ ପରିବର୍ତନ ହେବାକୁ ଯାଉଛି । ସୁନା, ଏଲପିଜି ଠୁ ଆରମ୍ଭ କରି ଔଷଧର ମୂଲ୍ୟ ବୃଦ୍ଧି ସହିତ ଅନେକ ବଡ଼ ପରିବର୍ତ୍ତନ ହୋଇଛି । ଯାହା ଆପଣଙ୍କ ପକେଟ ଉପରେ ମଧ୍ୟ ପ୍ରଭାବ ପକାଇବ ।…

ଆସନ୍ତା ପହିଲାରୁ ବଢ଼ିଯିବ ମାରୁତି ସୁଜୁକିର କାରର ଦାମ୍‌, ଯଦି କିଣିବାର ପ୍ଲାନ ଅଛି ଜଲଦି କିଣନ୍ତୁ

ଏପ୍ରିଲରୁ ଅନେକ କାରର ବଢ଼ିଯିବ ଦାମ୍‌ । ବିଭିନ୍ନ କମ୍ପାନୀର ଅନେକ ମଡେଲର ଦାମ୍‌ ହୋଇଯିବ ମହଙ୍ଗା । ତେବେ ଏହାରି ଭିତରେ ଦେଶର ଲୋକପ୍ରିୟ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ନିଜର ସମସ୍ତ ବାହନର ଦାମ୍‌ ବୃଦ୍ଧି କରିବ ବୋଲି ଘୋଷଣା କରିଛି । ଏହି ବର୍ଦ୍ଧିତ ଦାମ୍‌ ୧ ଏପ୍ରିଲ ୨୦୨୩…

୧ ଏପ୍ରିଲରୁ ବଢିବ ଅନେକ ଜିନିଷର ମୂଲ୍ୟ, ସାଧାରଣ ଲୋକଙ୍କ ଉପରେ ପଡିବ ଏହାର ସିଧା ପ୍ରଭାବ

ଆଉ ଦୁଇ ଦିନ ପରେ ଆରମ୍ଭ ହେଉଛି ନୂତନ ଆର୍ଥିକ ବର୍ଷ । ୩୧ ମାର୍ଚ୍ଚ ୨୦୨୩ରେ ଆର୍ଥିକ ବର୍ଷ ୨୦୨୨-୨୩ ଶେଷ ହୋଇଯିବ ଏବଂ ୧ ଏପ୍ରିଲ ୨୦୨୩ ଠାରୁ ନୂଆ ଆର୍ଥିକ ବର୍ଷ ୨୦୨୩-୨୪ ଆରମ୍ଭ ହୋଇଯିବ । ଏମିତିରେ ବଜେଟ ୨୦୨୩-୨୪ରେ କରାଯାଇଥିବା ଘୋଷଣା ୧ ଏପ୍ରିଲ ୨୦୨୩ରେ ପ୍ରଭାବୀ ହୋଇଯିବ । ୧ ଏପ୍ରିଲ…

ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ, ଏହା ପୂର୍ବରୁ ସାରିଦିଅନ୍ତୁ ସବୁ ଜରୁରୀ କାମ, ନଚେତ ହଇରାଣରେ ପଡ଼ିବେ

୩୧ ମାର୍ଚ୍ଚ ପରେ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ। ଯାହାକି ୧ ଅପ୍ରେଲରୁ ଆରମ୍ଭ ହେବ। ତେଣୁ ଏହା ପୂର୍ବରୁ ଯେତିକି ଜରୁରୀ କାମ ରହିଛି ସେସବୁକୁ ସାରି ଦିଅନ୍ତୁ। ୩୧ ମାର୍ଚ୍ଚ ପୂର୍ବରୁ ଏସବୁ କାମକୁ ଶେଷ କରିଦେବା ଉଚିତ। ନଚେତ ଆପଣଙ୍କୁ ଭାରି ସମସ୍ୟା ହୋଇପାରେ। ଇନକମ ଟାକ୍ସ ରିଟର୍ଣ୍ଣ ଠୁ…