Browsing Tag

artist

ମଣ୍ଡଳା ଆର୍ଟ ଦେଇଛି ରୋଜଗାର, ମାସକୁ ରୋଜଗାର ହେଉଛି ୫୦ ହଜାର

ଉମରକୋଟ: ଉଚ୍ଚଶିକ୍ଷା ଲାଭ କରିବା ପରେ ଚାକିରି ପଛରେ ନ ଗୋଡ଼େଇ ନିଜ ବୁଦ୍ଧି ବଳରେ କିଛି ଉପାର୍ଜନ କରିବା ସହ ଜଣେ ସଫଳ ଉଦ୍ୟୋଗୀ ହେବାକୁ ମନ ବଳାଇଛନ୍ତି ଜଣେ ଯୁବତୀ । ନିଜେ ସ୍ୱାବଲମ୍ବୀ ହେବାର ଲକ୍ଷ ରଖିବା ସହ ଅନ୍ୟକୁ ସ୍ୱାବଲମୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଶିଳ୍ପୀରାଣୀ ।…

ଯାଯପୁରରେ ପହଞ୍ଚିଲେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲିବା ସହ ଫ୍ୟାନ୍ସଙ୍କୁ ଭେଟିଲେ

ଯାଯପୁର: ହଠାତ ଓଡ଼ିଶାରେ ପହଞ୍ଚିଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ । କିଛି ସୂଚନା ନଥାଇ ଯାଜପୁର ଜିଲ୍ଲାର ଗଡ଼ମଧୁପୁର ରାଜବାଟିରେ ପହଞ୍ଚିଥିଲେ ଅରିଜିତ ସିଂ। ରାଜବାଟି ପରିସର ବୁଲିବା ସହ ଫ୍ୟାନ୍ସଙ୍କୁ ଭେଟିଲେ । ଏହି ସମୟରେ ସାଦା ପୋଷାକରେ ନଜର ଆସିଥିଲେ ଅରିଜିତ୍ ସିଂ ।…

ଚିତ୍ରଶିଳ୍ପୀଙ୍କ ହାତର ଜାଦୁଗରୀ ସ୍ପର୍ଶରେ ଜୀବନ୍ତ ହୋଇଉଠୁଛି ଏସବୁ ଚିତ୍ରକଳା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସାରା ରାଜ୍ୟରେ ଏକ ପର୍ଯ୍ୟଟନ ସ୍ଥଳରେ ଭରପୁର ଥିବା ଏକ ଅନନ୍ୟ ସ୍ଥାନ । ଏଠାରେ ଥିବା ଏକରୁ ଆଉ ଏକ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରେ । ଏଠାକାର ପ୍ରାକୃତିକ ପରିବେଶ ଓ ପର୍ଯ୍ୟଟନର ବିଭବ ଦେଖି ଭାବୁକ ହୋଇପଡେ କବି ଓ ଚିତ୍ରକର । କେତେବେଳେ କବି…

କମୁଛି ମାଟିପାତ୍ରର ଚାହିଦା, କୁଳ ବେଉଷା କେମିତି ବଞ୍ଚାଇ ରଖିବେ ଚିନ୍ତାରେ କୁମ୍ଭକାର ପରିବାର

ଜଳେଶ୍ବର: ଆଉ ମାତ୍ର ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଏନେଇ ଚଳଚଞ୍ଚଳ ହୋଇ ଉଠିଲାଣି କୁମ୍ଭାରସାହି । ପିଲା ଠାରୁ ବୁଢା ଏପରିକି କୁମ୍ଭକାର ପରିବାରର ସମସ୍ତେ ଦୀପ ତିଆରି କରିବାରେ ଲାଗି ପଡ଼ିଛନ୍ତି । ହାତରେ ଚକ ବୁଲାଇ ଗଢି ଚାଲିଛନ୍ତି ଭଳି କି ଭଳି ଆକର୍ଷଣୀୟ ମାଟି ତିଆରି ସାମଗ୍ରୀ…

ବୋତଲରେ ଭଳିକି ଭଳି ଡିଜାଇନର ଚିତ୍ରକଳା, ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ତପସ୍ବିନୀଙ୍କ କଳାକୃତି

କେନ୍ଦ୍ରାପଡା: ଅଦରକାରୀ ତଥା ବ୍ୟବହାର ହୋଇଥିବା ବୋତଲ ଉପରେ ଶୋଭା ପାଉଛି ଭଳିକି ଭଳି ଡିଜାଇନର ଚିତ୍ର କଳା । ଗୃହିଣୀ ତପସ୍ବିନୀ ସେନାପତି ଏଭଳି ନିଆରା କଳାକୃତି କରି ସାଉଁଟୁଛନ୍ତି ପ୍ରଶଂସା । ଅବସର ସମୟକୁ ନଷ୍ଟ ନକରି ସେ ବୋଟଲ କ୍ରାଫ୍ଟ କରିବାରେ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ଡିଜାଇନର ଘର…

ପାଖେଇ ଆସୁଛି ଗଣେଶ ପୂଜା, ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ କାରିଗର

ନୂଆପଡ଼ା: ପାଖେଇ ଆସୁଛି ପ୍ରଭୁ ଗଣେଶଙ୍କ ପୂଜା । ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହେଲାଣି ଗାଁଠୁ ସହର । ଗଣେଶ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ହୋଇପଡିଛନ୍ତି ମୂର୍ତ୍ତି କାରିଗର । ଏ ବର୍ଷ ଲୋକଙ୍କ ଚାହିଦା ରହିଛି କାର୍ଟୁନ ଗଣେଶ ମୂର୍ତ୍ତି । ତେଣୁ ଉଚିତ ମୂଲ୍ୟରେ…

ବୁଡ଼ିବାକୁ ବସିଲାଣି ଚିତ୍ରାଳୟ, କେବଳ ପର୍ବ ପର୍ବାଣୀରେ ଲାଗୁଛି ଭିଡ଼

ସାଲେପୁର: ଆସ୍ତେ ଆସ୍ତେ ବୁଡିବାକୁ ବସିଲାଣି ଚିତ୍ରାଳୟ । ଦିନ ଥିଲା ଚିତ୍ରାଳୟର ବହୁ ଚାହିଦା ଥିଲା, କିନ୍ତୁ ଏବେ କେବଳ ପର୍ବ ପର୍ବାଣୀରେ ଚିତ୍ରାଳୟରେ ଦେଖିବାକୁ ମିଳୁଛି ଭିଡ଼ । ଏମିତି ଏକ ଚିତ୍ରାଳୟ କଥା ଆମେ କହୁଛୁ, ଯେଉଁ ଚିତ୍ରାଳୟରେ ବିଭିନ୍ନ ପର୍ବ ପର୍ବାଣିରେ ବେଶ ଭିଡ଼ ଦେଖିବାକୁ…

କାନଭାସରେ ପହେଲଗାମ ସହିତ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନ

ପିପିଲି: ଜୀଜ୍ଞାସୁ ମନର ଭବନାକୁ କାନଭାସରେ ରଙ୍ଗ ଆଉ ତୂଳିରେ ଜୀବନ୍ତ ହୋଇ ଉଠେ କଳାକାର ପରିଭାଷା । ଏହା ସମ୍ପୂର୍ଣ୍ଣ ହୋଇଗଲେ ବଦଳିଯାଏ ନିର୍ଜୀବ କାନଭାସର ରୂପ ଆଉ ରଙ୍ଗ । ଗୋଟି କି ଦୁଇଟି ନୁହେଁ ଅନେକ ଚିତ୍ରକୁ ନେଇ ପୁରୀ ଜିଲ୍ଲା ପିପିଲି ବ୍ଲକ ଉତରା ଛକ ଠାରେ ଶକୁନ୍ତଳା ଆର୍ଟ ପକ୍ଷରୁ…

ମନ ମୋହୁଛି ନଡ଼ାରେ ତିଆରି ହୋଇଥିବା ଏଭଳି ସୁନ୍ଦର କଳାକୃତି

ସାଲେପୁର: ନଡ଼ାରେ ତିଆରି ହୋଇଥିବା ଏଭଳି ସୁନ୍ଦର କଳାକୃତି କେବେ ଦେଖିଛନ୍ତି କି? ସହରର ବଡ ବଡ଼ ଆଲିସାନ୍ ଫ୍ଲାଟ୍ ସହିତ ସୁନ୍ଦର ଡିଜାଇନ୍ ର ଘର ଆପଣ ଦେଖିଥିବେ ନିଶ୍ଚୟ,କିନ୍ତୁ ନଡ଼ାରେ ଏଭଳି ତିଆରି ହୋଇଥିବା ଘର ଆପଣ କେବେ ଦେଖି ନଥିବେ । ଆଜ୍ଞା ହଁ ଆମେ କହୁଛୁ ମାହାଙ୍ଗା ବ୍ଲକ୍ ର…

ପରିଚୟ ଦେଇଛି ସଢ଼େଇ କଳା, ଜଗନ୍ନାଥ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ବିଜୟ

ଉଦଳା: ସବୁବେଳେ ନୂଆ ନୂଆ ଜିନିଷ କରିବା ପାଇଁ ମନରେ ରହିଥାଏ ଆଗ୍ରହ । ପେଶାରେ ଗାଡ଼ି ମେକାନିକ ହେଲେ ନିଶା ତାଙ୍କର କାରିଗରୀ କରିବା । ସଢ଼େଇ ଖୋଳରେ ରଥ ତିଆରି କରି ପୁଣି ଚର୍ଚ୍ଚାରେ ବିଜୟ । ଏପରି କି ଆଖିକୁ ଠିକରେ ଦେଖା ଯାଉନଥିବା ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ମୂର୍ତ୍ତି…

ଆଦିବାସୀ କଳାକାରଙ୍କୁ ମିଳୁନି କଳାକାର ଭତ୍ତା, ଜିଆଇ ଟ୍ୟାଗ ମିଳିବା ପରେ ଦୁଃଖରେ ଚିତ୍ରକଳା ଶିଳ୍ପୀ

ଗୁଣୁପୁର: ଆଦିମ ଜନଜାତିର ପରିଚୟ ହେଉଛି ସେମାନଙ୍କ ଚିତ୍ରକଳା । ଚିତ୍ରକଳା ଆଦିବାସୀ ସଂସ୍କୃତିର ଅନ୍ୟତମ ମହନୀୟ ବିଭବ । ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ଚିତ୍ରକଳା ଅନ୍ୟମାନଙ୍କ ଚିତ୍ରକଳା ଠାରୁ ସମ୍ପୂର୍ଣ ଭିନ୍ନ । ଆଦିମ ଆଦିବାସୀ ଚିତ୍ରକଳା ବା ଲାଞ୍ଜିଆ ସଉରା କାନ୍ଥ ଚିତ୍ର ଇଡିତାଲକୁ…

“ବିଶ୍ବ ନାଟ୍ୟ ଦିବସ”; ନୂଆ ନୂଆ ମଞ୍ଚ କଳାକାର ସୃଷ୍ଟି କରିବାରେ ମାଧ୍ୟମ ପାଲଟିଛି ଦଣ୍ଡ ପରମ୍ପରା

ଆଜିବି ବଞ୍ଚିରହିଛି ନାଟକ ପରମ୍ପରା । ଅବଶ୍ୟ ଅତୀତ ଅପେକ୍ଷା ବର୍ତ୍ତମାନ ସମୟରେ ମଞ୍ଚ ନାଟକର ସଂଜ୍ଞା ବଦଳିଛି । ପରିବେଷଣ ଶୈଳୀରେ ନୂଆ ଛାପ ଲାଗିଛି । କିନ୍ତୁ ସମୟ ସହ ତାଳଦେଇ ଏହାର ଚାହିଦା ଏବଂ ଲୋକପ୍ରିୟତା  ବୃଦ୍ଧି ପାଇଛି । ମଞ୍ଚ ପାଇଁ ନାଟକ ଟିଏ ଲୋଡା ପଡିଲେ, ନାଟକ ପାଇଁ…