କଳାକାରମାନଙ୍କ ସହାୟତା ରାଶି ୨୦୦୦ ଟଙ୍କାକୁ ବୃଦ୍ଧି, ଆସନ୍ତା ୨୦ ରୁ ୨୫ ତାରିଖ ମଧ୍ୟରେ ମିଳିବ

କଳାକାରମାନଙ୍କ ସହାୟତା ରାଶି ବୃଦ୍ଧି । କଳାକାରମାନଙ୍କ ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର ।

କଳାକାରମାନଙ୍କ ସହାୟତା ରାଶି ବୃଦ୍ଧି । କଳାକାରମାନଙ୍କ ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । କଳାକାରମାନଙ୍କୁ ମିଳିବ ୨୦୦୦ ଟଙ୍କା ସହାୟତା ରାଶି । ୧୨୦୦ ଟଙ୍କା ପରିବର୍ତ୍ତେ ପାଇବେ ୨ ହଜାର ଟଙ୍କା ସହାୟତା । ୮୦ ବର୍ଷରୁ ଅଧିକ ବୟସ୍କ ହୋଇଥିଲେ ପାଇବେ ୨୫୦୦ ଟଙ୍କା । ୮୦ ହଜାର କଳାକାର ହେବେ ଉପକୃତ । ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ମିଳିବ ବର୍ଦ୍ଧିତ ରାଶି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.