Below header
Browsing Tag

asaram bapu

ଆଶାରାମଙ୍କୁ ଝଟ୍‌କା, ଚିକିତ୍ସା କରିବାକୁ ମନା କରିଦେଲା କରଭଡ୍‌ ହସ୍ପିଟାଲ

ଦୁଷ୍କର୍ମ ମାମଲାରେ ରାଜସ୍ଥାନର ଯୋଧପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ଏବେ କରଭଡ୍‌ ହସ୍ପିଟାଲ ଆଶାରାମ ବାପୁଙ୍କ ଚିକିତ୍ସା କରିବାକୁ ମନା କରିଦେଇଛି । ଏହା ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ଚିକିତ୍ସା ପାଇଁ ମହାରାଷ୍ଟ୍ର ଯିବାକୁ ତାଙ୍କୁ…

ଜେଲ ଦଣ୍ଡ ବାତିଲ ପାଇଁ ଆଶାରାମ ବାପୁର ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନିରାଶ ହୋଇଛି ତଥାକଥିତ ଧର୍ମଗୁରୁ ଆଶାରାମ ବାପୁ। ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦର୍ଶାଇ ବଳାତ୍କାର ମାମଲାରେ ହୋଇଥିବା ଜେଲ ଦଣ୍ଡ ବାତିଲ ପାଇଁ ଆଶାରାମ ବାପୁର ଆବେଦନର ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ତେବେ ପୋଲିସ ହେପାଜତରେ ରହି ଆଶାରାମ ଚିକିତ୍ସିତ ହେବା ଯୁକ୍ତିକୁ…