Browsing Tag

assembly budget session

ବିଧାନସଭାରେ ଉଠିଲା କୋକେଇ ପଡ଼ିଲା ଖଇ କଉଡି; ‘ରାମ ନାମ ସତ୍ୟ ହେ’ ଧ୍ବନିରେ କମ୍ପିଲା ଗୃହ

ଭୁବନେଶ୍ୱର : ବିଧାନସଭାରେ ଉଠିଲା କୋକେଇ । ପଡ଼ିଲା ଖଇ କଉଡି। ‘ରାମ ନାମ ସତ୍ୟ ହେ’ ଧ୍ବନିରେ କମ୍ପିଲା ବିଧାନସଭା । ଏସସିବି ଅଗ୍ନିକାଣ୍ଡକୁ ନେଇ ବିଜେଡି ସଦସ୍ୟମାନେ ପ୍ରତିକାତ୍ମକ କୋକେଇ କରି ବିରାଟ ଶୋଭାଯାତ୍ରା କରିଛନ୍ତି । ଏଥିରେ କଂଗ୍ରେସ ସଦସ୍ୟମାନେ ବି ସାଥ୍‌ ଦେଇଛନ୍ତି ।…

ସରିଲା ବିଧାନସଭା ବିଜେଟ୍ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର : ସରିଲା ବିଧାନସଭା ବିଜେଟ୍ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି । ବେଶ୍ ରୋଚକ ଥିଲା ବଜେଟ୍ ଅଧିବେଶନ । ଚଳିତ ଅଧିବେଶନରେ ମୋଟ ୨୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି । ପାରିତ ହୋଇଛି ଦୁଇ ଦୁଇଟି ବିଲ୍ । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ -୨୦୨୪ ଓ…

ବିଧାନସଭା ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ

ଭୁବନେଶ୍ୱର : ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ। ରାଜ୍ଯପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ଅଧିବେଶନ । ରାଜ୍ୟପାଳ ହରବାବୁ କମ୍ଭମପତି ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ମନମୋହନ ସିଂହଙ୍କ ସମେତ ରାଜ୍ୟର ଦିବଙ୍ଗତ ବିଧାୟକ ଓ ମନ୍ତ୍ରୀମାନଙ୍କୁ ଗୃହରେ…

ବଜେଟ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା, ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ

ଭୁବନେଶ୍ୱର: ଆଜିଠୁ ବଜେଟ ଅଧିବେଶନ । ଏଥିପାଇଁକମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା । ପୋଲିସ ଡିଜି ୱାଇ ବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ । ଏଥିପାଇଁ…

ଆଜିଠୁ ବଜେଟ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ

ଭୁବନେଶ୍ୱର : ଆଜିଠୁ ବଜେଟ ଅଧିବେଶନ । ସରଗମରମ ହେବ ବିଧାନସଭା । ମୁହାଁମୁହିଁ ହେବେ ଶାସକ-ବିରୋଧୀ । ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ । ଧାନକିଣାରେ କଟନିଛଟନି ଓ ହେରଫରକୁ ପ୍ରମୁଖ ଅସ୍ତ୍ର କରିବେ ବିରୋଧୀ । କଣାସ ହଇଜା, ବାରବାଟୀ ମ୍ୟାଚ ବେଳେ ଫ୍ଲଡ ଲାଇଟ ବନ୍ଦ…

ବଜେଟ୍ ଅଧିବେଶ ବେଳେ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ: ବାଚସ୍ପତି

ଭୁବନେଶ୍ୱର : ଆଗକୁ ବଜେଟ୍ ଅଧିବେଶନ। ତା ପୂର୍ବରୁ ଜୋର ଧରିଲାଣି ବୟାନବାଜି । ବିରୋଧୀଙ୍କୁ ତାଗିଦ୍ କଲେ ବାଚସ୍ପତି। ଗଠନ ମୂଳକ ଆଲୋଚନା କର। ବିଶୃଙ୍ଖଳିତ ଆଚରଣ କଲେ ହେବ କାର୍ଯ୍ୟାନୁଷ୍ଠାନ। ସେପଟେ ବାଚସ୍ପତିଙ୍କ ବୟାନକୁ ହାସ୍ୟାସ୍ପଦ ବୋଲି କହିଲେ ବିରୋଧୀ ଦଳ ଉପମୁଖ୍ୟସଚେତକ ପ୍ରତାପ ଦେବ।…

ଫେବ୍ରୁୟାରୀ ୧୩ ରୁ ଆରମ୍ଭ ହେବ ବିଧାନ ସଭା ଅଧିବେଶନ, ଏପ୍ରିଲ ୫ ଯାଏ ଚାଲିବ ଅଧିବେଶନ

ଭୁବନେଶ୍ୱର : ଫେବ୍ରୁୟାରୀ ୧୩ ରୁ ଆରମ୍ଭ ହେବ ବିଧାନ ସଭା ଅଧିବେଶନ । ରାଜ୍ଯପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ । ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ । ବଜେଟ୍ ଅଧିବେଶନରେ ସମୁଦାୟ ୨୮ ଟି କାର୍ଯ୍ୟ ଦିବସ ରହିଛି । ଫେବ୍ରୁଆରୀ ୧୭ରେ…

ଆଜି ଆସିବ ନୂଆ ସରକାରଙ୍କ ନୂଆ ବଜେଟ, ଉପସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଗତ ଫେବୃଆରୀ ମାସରେ ପୂର୍ବ ସରକାର ଆଣିଥିଲେ କାମଚଳା ବଜେଟ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆର୍ଥିକ ବର୍ଷର ପ୍ରଥମ…

ଦିନକ ପରେ ବିଧାନସଭା ବଜେଟ୍ ଅଧିବେଶନ, ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର : ଦିନକ ପରେ ବିଧାନସଭା ବଜେଟ୍ ଅଧିବେଶନ । ଜୁଲାଇ ୨୨ରୁ ଅଧିବେଶ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୫ରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ନୂଆ ସରକାର ଗଠନ ହେବା ପରେ…

ବିଧାନସଭା ଅଧିବେଶନ: ଆସନ୍ତାକାଲି ଆସିବ ଅନ୍ତରୀଣ ବଜେଟ୍, ଫୋସକରେ ରହିବ ଜନକଲ୍ୟାଣକାରୀ ଯୋଜନା

ଭୁବନେଶ୍ୱର (କେନ୍ୟୁଜ): ଆଜି ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ ।  ବେଶ ସରଗରମ ରହିବ ଗୃହ । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ସମ୍ଭବନା ରହିଛି । ଆସନ୍ତାକାଲି ଆସିବ ଅନ୍ତରୀଣ ବଜେଟ୍ । ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ନ ଆଣି କାମଚଳା ବଜେଟ୍ ଆଣିବେ ସରକାର ।…

ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ, ଉପସ୍ଥାପିତ ହେବ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ

ଭୁବନେଶ୍ୱର(କେନ୍ୟୁଜ୍) :ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ। ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପିତ ହେବ। ଜୁଲାଇ ୧୪ରୁ ୨୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର…

ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ: ପ୍ରଥମ ଦିନରେ ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌

ଭୁବନେଶ୍ୱର (କେନ୍ୟୁଜ୍): ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ । ପ୍ରତିଦିନ ୬ଘଣ୍ଟା ଲେଖାଏଁ ଗୃହ ଚାଲିବ । ପ୍ରଥମ ଦିନରେ ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ । ଏଥର ବଜେଟ ଆକାର ୨ଲକ୍ଷ କୋଟି ଟପିବାର ସମ୍ଭାବନା ରହିଛି । ବଜେଟ୍‌ରେ କିଛି ନୂଆ ଯୋଜନା…