Browsing Tag

athagarah

ପରୀକ୍ଷା ଦେବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌, ଦୁଇ ଗୁରୁତର

ଆଠଗଡ଼ (କେନ୍ୟୁଜ): ପରୀକ୍ଷା ଦେବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌। ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ଛାତ୍ର ଯୁକ୍ତ ଦୁଇରେ ପଢୁଛନ୍ତି। ଜଣେ ଛାତ୍ରଙ୍କର ବେକରେ…

ବନବିଭାଗ ହେପାଜତରେ ଧନେଶ୍ୱରଙ୍କ ମୃତ୍ୟୁର ହେଲା ଖୁଲାସା, ଦୀର୍ଘ ୮ ଘଣ୍ଟା ଧରି କରିଥିଲେ ଅତ୍ୟାଚାର

କଟକ (କେନ୍ୟୁଜ): ୮ ଘଣ୍ଟା ଧରି ଅମାନୁଷିକ ଅତ୍ୟାଚାର। ବଡମ୍ବା ବ୍ଲକ ବଡବାରସିଂହ ଗ୍ରାମ ପଞ୍ଚାୟତ ସାତଗୋଛିଆ ଗାଁର ଧନେଶ୍ୱରଙ୍କ ମୃତ୍ୟୁ ଘଟଣାରେ ଖୁଲାସା ହେଲା ସଂଘାତିକ ଅଭିଯୋଗ। ଧନେଶ୍ୱରଙ୍କ ଗାଁ ପାଖରୁ ବକଳବାଡ଼ିଆ ଗାଁର ରାଜ ବେହେରାଙ୍କୁ ମଧ୍ୟ ବନ କର୍ମଚାରୀମାନେ ନିଜ ହେପାଜତକୁ ନେଇଥିଲେ…

ଖୋଲିଲା ଧବଳେଶ୍ୱର ପୀଠ: ଝୁଲା ପୋଲ ବଦଳରେ ଅସ୍ଥାୟୀ ରାସ୍ତା ଦେଇ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଆଠଗଡ଼(କେନ୍ୟୁଜ୍‌) : ଭକ୍ତଙ୍କ ପାଇଁ ଖୋଲିଲା ଧବଳେଶ୍ୱର ପୀଠ। ଆଜିଠୁ ଧବଳେଶ୍ୱର ପୀଠକୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି । ଝୁଲା ପୋଲ ବଦଳରେ ଅସ୍ଥାୟୀ ରାସ୍ତା ଦେଇ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ ଭକ୍ତ । ଦିନ ୧୦ ଟାରୁ ବାବା ଧବଳେଶ୍ୱରଙ୍କ ସାଧାରଣ ଦର୍ଶନ ପାଇଁ ଖୋଲିବ ଅସ୍ଥାୟୀ…

ଗାଁରେ ବର୍ଷୁଛି ଗୁଳି, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

ଆଠଗଡ଼ (କେନ୍ୟୁଜ): ଆଠଗଡ଼ ଖୁଣ୍ଟୁଣି ଥାନା ନୂଆଶାସନ ଗାଁରେ ଗୁଳି ବର୍ଷାକୁ ନେଇ ଚର୍ଚ୍ଚା ଜୋର । ଘଟଣା ସମ୍ପର୍କରେ କଟକ ଗ୍ରାମାଞ୍ଚଳ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କଟକ ଜିଲ୍ଲାପାଳ କହିଛନ୍ତି । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟୁଛି ତାହାର ଅନୁଧ୍ୟାନ ପାଇଁ ଏସପିଙ୍କୁ କହିଛନ୍ତି…

ଆଠଗଡ଼ର ଘଞ୍ଚ ଜଙ୍ଗଲ ମଧ୍ୟରେ ଅଛନ୍ତି ବାବା ସ୍ୱପ୍ନେଶ୍ୱର, ମନବାଞ୍ଛା ପୂରଣ ପାଇଁ ଏଠାକୁ ପ୍ରତିଦିନ ଆସନ୍ତି ଅନେକ ଭକ୍ତ

ଆଠଗଡ଼ରେ ରହିଛି ବାବା ସ୍ୱପ୍ନେଶ୍ୱରଙ୍କ ମନ୍ଦିର। ପାତାଳ ଫୁଟା ଏହି ଶୈବ ପୀଠଟି ପୂର୍ବାଭି ମୁଖୀ ହୋଇ ରହିଛି। ଅନେକ ଏହାକୁ ଅଷ୍ଟଶମ୍ଭୁ ଙ୍କ ମଧ୍ୟରେ ବଡ଼ ଭାଇଙ୍କ ଆଖ୍ୟା ଦେଇଛନ୍ତି। ପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ଏହି ମନ୍ଦିରଟି ଅଛି। ବାବାଙ୍କୁ ନେଇ ଲୋକଙ୍କର ରହିଛି ପ୍ରଗାଢ଼ ବିଶ୍ୱାସ।…