Below header
Browsing Tag

atiq ahmad

ଅତିକ୍‌-ଅଶରଫ୍‌ ହତ୍ୟା: ପ୍ରୟାଗରାଜ ଜେଲ୍‌ରେ ଅତିକ୍‌ର ପୁଅ; ସୁରକ୍ଷା ଦୃଷ୍ଟିରୁ ପ୍ରତାପଗଡ଼ ସ୍ଥାନାନ୍ତର ହେଲେ ୩…

ପ୍ରୟାଗରାଜରେ ମାଫିଆ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୋଲିସ ହେପାଜତରେ ହତ୍ୟା କରିଥିବା ୩ ଅଭିଯୁକ୍ତଙ୍କୁ ନୈନି ଜେଲରୁ ପ୍ରତାପଗଡ ଜିଲ୍ଲା କାରାଗାରକୁ ସ୍ଥାନାନ୍ତର କରାଯାଇଛି। ଏହି ହତ୍ୟା ମାମଲାର ୩ ଅଭିଯୁକ୍ତଙ୍କୁ ପ୍ରତାପଗଡ ଜେଲରେ ହାଜର କରାଯାଇଛି। ପ୍ରୟାଗରାଜର ନୈନି…

‘ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ହେଉ ଅତିକ୍‌ ଓ ଅଶରଫ୍‌ ହତ୍ୟାକାଣ୍ଡର ତଦନ୍ତ’: ଅସଦୁଦ୍ଦିନ ଓବେସି

ସମାଜବାଦୀ ପାର୍ଟିର ପୂର୍ବତନ ସାଂସଦ ତଥା ମାଫିଆ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗତକାଲି ଗୁଳି କରି ହତ୍ୟା କରାଯାଇଛି। ଉଭୟଙ୍କୁ ପ୍ରୟାଗରାଜରେ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ୟୁପି ପୋଲିସ ସମ୍ମୁଖରେ ଏହି ହତ୍ୟାକାଣ୍ଡ ଘଟିଛି। ଅତିକ୍‌ ଓ ଅଶରଫ୍‌ ଡାକ୍ତରୀ ଚିକିତ୍ସା…

ଅତିକ ଅହମ୍ମଦ ହତ୍ୟାକାଣ୍ଡ ପରେ ପୂରା ଉତ୍ତରପ୍ରଦେଶରେ ୧୪୪ ଧାରା ଜାରି, ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ…

କେନ୍ୟୁଜ୍(ବ୍ୟୁରୋ):  ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦକୁ ଗୁଳି କରି ହତ୍ୟା । ସାମ୍ବାଦିକ ବେଶରେ ଅତିକକୁ ହତ୍ୟା । କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଅତିକ ଓ ତାର ଭାଇ ଅସରଫକୁ ମେଡିକାଲ ଯାଞ୍ଚ ପାଇଁ ନେବାବେଳେ ହତ୍ୟାକାଣ୍ଡ । ଉଭୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲେ । କ୍ୟାମେରା…

ପୁଅର ଶେଷକୃତ୍ୟରେ ସାମିଲ ନହୋଇ କ୍ଷୋଭ ପ୍ରକାଶ କଲା ଅତୀକ, କହିଲା ଈଶ୍ୱର ସବୁ ଦେଖୁଛନ୍ତି, କାହାକୁ କ୍ଷମା କରିବେନି

ନୂଆଦିଲ୍ଲୀ : କଡ଼ା ସୁରକ୍ଷା ଭିତରେ ଆଜି ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ କସାରୀ-ମସାରୀ କବରସ୍ତାନରେ ଅତୀକ୍ ଅହମଦ୍ର ୧୯ ବର୍ଷିୟ ପୁଅ ଅସଦ୍ ଅହମଦ୍ର ଶବକୁ କବର ଦିଆଯାଇଛି। ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସର ଏନ୍କାଉଣ୍ଟର୍ରେ ଅସଦ୍ ଓ ତା’ର ସହଯୋଗୀ ଗୁଲାମ୍ ହସନର ମୃତ୍ୟୁ…

କବର ଖୋଳା ଚାଲିଛି, ଜେଜେବାପାଙ୍କ ପାର୍ଶ୍ୱରେ ଅସଦ ଅହମଦଙ୍କୁ ଦିଆଯିବ ସମାଧି

ଉମେଶ ପାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ମାଫିଆ ଅତିକ୍‌ ଅହମଦଙ୍କ ପୁଅ ଅସଦ ଅହମଦଙ୍କୁ ଗୁରୁବାର ୟୁପି ଏସଟିଏଫ ଏନ୍‌କାଉଣ୍ଟର କରିଥିଲା। ଆଜି ପ୍ରୟାଗରାଜର କସାରୀ ମସାରୀରେ ଥିବା କବରସ୍ଥାନରେ ଅସଦଙ୍କୁ ସମାଧି ଦିଆଯିବ। ଅସଦଙ୍କୁ ତାଙ୍କ ଜେଜେବାପାଙ୍କ ସମାଧି ନିକଟରେ ସମାଧି ଦେବା ପାଇଁ…

ପୁଅର ଏନ୍‌କାଉଣ୍ଟର ଖବର ଶୁଣି କୋର୍ଟ ରୁମ୍‌ରେ ବେହୋଶ୍‌ ହେଲା ମାଫିଆ ଅତିକ୍‌ ଅହମଦ

ଉମେଶ ପାଲ ହତ୍ୟା ମାମଲାରେ ଫେରାର୍‌ ଥିବା ମାଫିଆ ଅତିକ୍‌ ଅହମଦର ପୁଅ ଅସଦକୁ ୟୁପି ଏସଟିଏଫ ଏନ୍‌କାଉଣ୍ଟର କରିଛି। ଏଥିରେ ଅସଦର ମୃତ୍ୟୁ ଘଟିଛି। ଝାନ୍‌ସୀରେ ହୋଇଥିବା ଏହି ଏନକାଉଣ୍ଟରରେ ଅସଦ ସହ ସୁଟର ଗୁଲାମର ମଧ୍ୟ ମୃତ୍ୟୁ ଘଟିଛି। ପୋଲିସ ଉଭୟଙ୍କ ଉପରେ ୫-୫ ଲକ୍ଷ ଟଙ୍କାର ପୁରସ୍କାର…

ସାବରମତୀ ଜେଲରୁ ନୈନି ଜେଲ ଗଲା ମାଫିଆ ଡନ ଅତୀକ ଅହମ୍ମଦ, ଏନକାଉଣ୍ଟର ଭୟରେ ବାଟରେ ରାତି ସାରା ଅନିଦ୍ରା

ପ୍ରୟାଗରାଜ : ମାଫିଆ ଡନ୍‌ ଅତିକ ଅହମ୍ମଦକୁ ସାବରମତି ଜେଲରୁ ନୈନି ଜେଲକୁ ସ୍ଥାନାନ୍ତର କରାଯାଇଛି । ଉଚ୍ଚ ସୁରକ୍ଷା ବଳୟ ମଧ୍ୟରେ ପ୍ରାୟ ୧୨୭୦ କିଲୋମିଟର ରାସ୍ତା ଯିବା ବେଳେ ଅହମ୍ମଦ ବାଟରେ ଶୋଇ ନଥିଲା ବୋଲି ଜଣାଯାଇଛି । ରାସ୍ତାରେ ତାକୁ ଏନକାଉଣ୍ଟର କରାଯିବା ଭୟରେ ସେ ରାତିସାରା ଶୋଇ…